@t01554bo

Avaya Prusty
Literary Captain
AUTHOR OF THE YEAR 2019 - NOMINEE



151
Posts
48
Followers
24
Following

କିଛି ନୂଆ କରି ଦେଖେଇବାର ପ୍ରୟାସ.. ପାଠ ସାଠ ପଢ଼ା ପିଲା ମୂର୍ଖ ଭାବିବନି, ଖରାପ ଲାଗିଲେ ମୋ କଥା Plz ରାଗିବନି... #D_BbL 💕.. 😉

Share with friends

Submitted on 27 May, 2020 at 06:41 AM

,, ସବୁବେଳେ ଓଠ କଥା କହି ନଥାଏ.. ବେଳେ ବେଳେ ଆଖି ବି ଅନେକ୍ କଥା କହି ଦେଇଥାଏ..... #D_BbL 💕

Submitted on 03 Mar, 2020 at 06:15 AM

,, ହୋଲି ର ରଙ୍ଗ କୁ ଡର ଲାଗେନି.. ଡର ତ ସେଇ ଲୋକ ମାନଙ୍କୁ ଲାଗୁଛି, ଯେଉଁମାନେ ପ୍ରତି ମୁହୂର୍ତ୍ତରେ ନିଜର ରଙ୍ଗ ବଦଳାଇ ଦେଉଛନ୍ତି.. @D_BbL 💕

Submitted on 14 Feb, 2020 at 12:41 PM

,, ମନର କଥାକୁ କେବଳ ମନରେ ଥିବା ଲୋକ ହିଁ ବୁଝି ପାରେ .. ଓଠର କଥା କୁ ତ ସମସ୍ତେ ବୁଝି ପାରନ୍ତି... @D_BbL💕

Submitted on 06 Jan, 2020 at 14:36 PM

,, Actually ଗୋଟେ କଥା ଜାଣିଛ ଏ ହୃଦୟ ଟା କଣ ପାଇଁ ଏତେ ସୁନ୍ଦର? କାହିଁକି ନା ସେ ହୃଦୟରେ ପରା ତମେ ରୁହ... D_BbL 💕

Submitted on 29 Dec, 2019 at 13:46 PM

ତୁ ହିଁ ମୋ ରାସନ କାର୍ଡ ଆଉ ତୁ ହିଁ ମୋ ରାସନ.. ମୋତେ ଛାଡି ଯଦି ଆଉ କାହାକୁ ଧରିବୁ କାଟି ଦେବି ତୋ Connection... @D_BbL 💕

Submitted on 29 Dec, 2019 at 13:44 PM

ପୁସ୍ତକ 📙 ରେ ଯାହା ଅଛି.. ଦୁନିଆରେ ଖୋଜିଲେ ବି ଆଉ କେଉଁଠି ତାହା ନାହିଁ.. ପୁସ୍ତକ 📚 ରେ ହିଁ ସବୁ କିଛି ଅଛି ଖୋଜି ପାରିଲେ ହେଲା.. @D_BbL 💕

Submitted on 26 Dec, 2019 at 17:13 PM

ସବୁ ମଣିଷ ମାନଙ୍କର କିଛି ନା କିଛି ଖରାପ ଅଭ୍ୟାସ ନିଶ୍ଚୟ ଥାଏ.. କାହାର ସାମ୍ନା କୁ ଦେଖା ଯାଏ ତ ଆଉ କାହାର ଲୁଚିକି ରହିଥାଏ.. @D_BbL 💕

Submitted on 26 Dec, 2019 at 17:09 PM

,, ସେଦିନ ତୁ ବି କାନ୍ଦିବୁ.. ଯେଉଁଦିନ ଗାଁ ମୁଣ୍ଡ ମଶାଣି ରେ ଏ ପ୍ରେମିକ ର ଚିତା ଯୋଇ ଜଳୁଥିବ.. @D_BbL 💕

Submitted on 25 Dec, 2019 at 15:07 PM

,, 2019 ରେ କାହାକୁ କଣ ମିଳିଲା ମୁଁ ଜାଣିନି? ହେଲେ ମୋତେ ବହୁତ୍ କିଛି ମିଳିଲା.. କିଛି ଲୋକଙ୍କ ଠୁ ଧୋକା ଆଉ କିଛି ନିଜର ଲୋକଙ୍କ ଠୁ ଅନେକ୍ ଦୁଃଖ କଷ୍ଟ ମିଳିଲା.. @D_BbL 💕

Submitted on 25 Dec, 2019 at 15:04 PM

,, ପ୍ରତି ମୁହୂର୍ତ୍ତରେ ମୋ ମନରେ ଏକ ଭୟ ସୃଷ୍ଟି ହୁଏ... ମୋ ଠୁ ତୋତେ କେହି ଦୁରେଇ ଦେବେନି ତ? @D_BbL 💕

Submitted on 24 Dec, 2019 at 15:09 PM

,, ଜିବନରେ ବରମ୍ବାର ବିଫଳ ହେଲା ପରେ ବି ଯିଏ ଜୀବନ ସହ ସଙ୍ଘର୍ଷ କରି କରି ବଞ୍ଚୁଛି ସେ ହିଁ ପ୍ରକୃତ ମଣିଷ... @D_BbL 💕

Submitted on 23 Dec, 2019 at 13:48 PM

,, ଜୀବନର ରାସ୍ତା ରେ ଚାଲିବା ବେଳେ.. ଯଦି କେବେ କେଉଁଠି ଥକି ପଡ ଚିନ୍ତା କରିବାର କିଛି ନାହିଁ.. କେହି ତ ଜଣେ ଥିବ ଯିଏ କି କହିବ ଡରିବାର କଣ ଅଛି (ଅତି ବିଳମ୍ବ ବି ହେଇନାହିଁ) .. @D_BbL 💕

Submitted on 22 Dec, 2019 at 17:26 PM

,, ବିପଦ ସମୟରେ ହାତ ଛାଡିଦେବା ଲୋକ ଏଠି ବହୁତ୍ ଅଛନ୍ତି.. ହେଲେ ସାଥିରେ ସାଥି ହୋଇ ଚାଲିବା ଲୋକ ଏଠି ବହୁତ୍ କମ୍... @D_BbL 💕

Submitted on 21 Dec, 2019 at 10:26 AM

ସତ କହୁଛି.. ଯଦି ମୁଁ ଜାଣି ଥାନ୍ତି ତମେ ଏମିତି ବୋଲି.. ତାହେଲେ ଭଲ ପାଇବା ଆଗରୁ ମୁଁ ତମକୁ ବାହା ହେଇ ପଡିଥାନ୍ତି.... @D_BbL 💕

Submitted on 21 Dec, 2019 at 10:22 AM

,, ଭ୍ରମଣ କରିବାକୁ ସେତେବେଳେ ଭଲ ଲାଗେ.. ଯଦି ପାଖରେ ନିଜର ଲୋକ ଜଣେ ଥାଏ... @D_BbL 💕

Submitted on 20 Dec, 2019 at 16:27 PM

,, ଖେଳ ତ ଅନେକ୍ ପ୍ରକାର ଅଛି.. ହେଲେ ସବୁଠୁ ସୁନ୍ଦର୍ ଖେଳ ହେଉଛି ବିବାହ ବେଦୀର କଉଡ଼ି ଖେଳ... @D_BbL 💕

Submitted on 19 Dec, 2019 at 14:49 PM

,, କାଲି ଯେଉଁଠି ଥିଲି ଆଜି ସେଇଠି ଅଛି.. ଫରକ କେବଳ ଏତିକି.. କାଲି ହସୁଥିଲି 😊 ଆଜି କାନ୍ଦୁଚି 😔... @D_BbL 💕

Submitted on 19 Dec, 2019 at 14:48 PM

,, ବଡ଼ ବଡ଼ ଘର ଓ ଧନ ସମ୍ପତ୍ତି ରଖି କି ଲାଭ.... ଯଦି ସେ ଘରେ ବାପା ମା 🙏 ଙ୍କ ପାଇଁ ଟିକେ ଜାଗା ନାହିଁ.... @D_BbL 💕

Submitted on 18 Dec, 2019 at 17:01 PM

,, ବାପା ମା ଙ୍କ ପାଖରୁ ମିଳିଥିବା ଶିକ୍ଷା ହିଁ ଜୀବନର ଶେଷ ପର୍ଯ୍ୟନ୍ତ ଆମ ସାଥିରେ ରୁହେ.. @D_BbL 💕

Submitted on 17 Dec, 2019 at 14:24 PM

👇👇 ତୋ ପାଖରୁ ହିଁ ମୋ ପ୍ରେମ 💕 ଆରମ୍ଭ ତୋରି ପାଖରେ ହିଁ ମୋ ପ୍ରେମ 💕 ଶେଷ.. କାହିଁକି ନା ମୁଁ ତୋତେ ଏ ଜନ୍ମ ପାଇଁ ନୁହଁ ସବୁ ଜନ୍ମ ପାଇଁ ନିଜର ଜୀବନ ସାଥି ବୋଲି ଭାବି ନେଇଚି.. @D_BbL 💕

Submitted on 17 Dec, 2019 at 14:21 PM

,, ଭୋକ ଉପାସରେ ଥିବା ଲୋକ ହିଁ ଜାଣିଛି ଖାଦ୍ୟ ର ମୂଲ୍ୟ କେତେ... ବଡ଼ ବଡ଼ ଘରେ ରହୁଥିବା ଲୋକ ବା କେଉଁଠୁ ଜାଣିବେ ଖାଦ୍ୟ ର ମୂଲ୍ୟ କଣ.. @D_BbL 💕

Submitted on 15 Dec, 2019 at 13:54 PM

,, ସଙ୍ଗୀତ ଏମିତି ଏକ ଜିନିଷ.. ହସୁଥିବା ମଣିଷ ଆଖିରେ ଲୁହ 😢 ନେଇ ଆସେ.. ଓ କାନ୍ଦୁ ଥିବା ମଣିଷ ଓଠରେ ହସ 😊 ଫୁଟେଇ ଦିଏ.. @D_BbL 💕

Submitted on 15 Dec, 2019 at 07:08 AM

,, ତୋ ସ୍ମୃତି ବି ବଡ଼ ଅଜବ... ଟିକେ ଭାବି ଦେଲା କ୍ଷଣି ମୁଁ ମୋ ଓଠର ହସକୁ 😊 ମୋ ଆୟତ୍ତରେ ରଖି ପାରେନା... @D_BbL 💕

Submitted on 15 Dec, 2019 at 07:06 AM

,, ଖେଳି ବାର ଅଛି ଯଦି କିଛି ଖେଳ ଖେଳି Timepass କରନ୍ତୁ.. କାହା ହୃଦୟ ❤️ ସହ ଖେଳିଲେ ତୁମକୁ କଣ ବା ମିଳିବ... @D_BbL 💕

Submitted on 13 Dec, 2019 at 14:10 PM

ବଡ଼ ବଡ଼ ଘରେ ରହୁଥିବା ଲୋକମାନେ.. ସେମାନଙ୍କ ର ଇଚ୍ଛା ହେଲେ ତୁମ ସହ କଥା ହୁଅନ୍ତି.. ନହେଲେ ତମେ ତାଙ୍କ ପାଇଁ ଯେତେ ଯାହା କର ନା କାହିଁକି ସେମାନଙ୍କୁ କିଛି ବି ଫରକ ପଡ଼େନି.. @D_BbL 💕

Submitted on 13 Dec, 2019 at 14:09 PM

,, I Love You କହିଦେଲେ ପ୍ରେମ 💕 ହେଇ ଯାଏନା... ପ୍ରେମ 😍 କରିବାକୁ ଛାତିରେ ଛାତିଏ ସାହସ ଥିବା ଆବଶ୍ୟକ.. @D_BbL 💕

Submitted on 12 Dec, 2019 at 14:54 PM

,, ବଡ଼ ବଡ଼ ଘରେ ରହୁଥିବା ଲୋକମାନେ.. ସେମାନଙ୍କ ର ଇଚ୍ଛା ହେଲେ ତୁମ ସହ କଥା ହୁଅନ୍ତି.. ନହେଲେ ତମେ ତାଙ୍କ ପାଇଁ ଯେତେ ଯାହା କର ନା କାହିଁକି ସେମାନଙ୍କୁ କିଛି ବି ଫରକ ପଡ଼େନି... @D_BbL 💕

Submitted on 12 Dec, 2019 at 14:49 PM

,, ସତ୍ୟ ପଥରେ ଚାଲୁଥିବା ଲୋକ.. ବହୁତ୍ ଅସୁବିଧା ର ସମ୍ମୁଖିନ କରେ ସତ ହେଲେ ପରାଜୟ କେବେ ହେଇ ପାରେନା.. @D_BbL 💕

Submitted on 11 Dec, 2019 at 13:29 PM

,, କେତେ ଭଲପାଏ ତୋତେ ଆଜି ମୁଁ କେମିତି କହିବି ... ଏତିକି ଜାଣିଥା ମୋ ପାଖରେ ଯେତିକି ବି ଭଲ ପାଇବା ଅଛି କେବଳ ତୋ ପାଇଁ .... @D_BbL 💕

Submitted on 11 Dec, 2019 at 13:25 PM

,, ମୋତେ ସ୍ଵପ୍ନ ଦେଖିବାକୁ ଭଲ ଲାଗେ.. କାହିକିଁ ନା ସେ ସ୍ଵପ୍ନ ରେ ପରା ତୁ ଆସୁ 😉.. @D_BbL 💕

Submitted on 10 Dec, 2019 at 14:38 PM

,, ମୋତେ ଭୁଲିଯାଇ ବୋଧେ ସେ ଖୁସିରେ 🤗 ଅଛି... ନହେଲେ କାଲି ଯିଏ କହୁଥିଲା ମୁଁ ତମ ବିନା ବଞ୍ଚି ପାରିବିନି ଆଜି ସେ ମୋ ବିନା କେମିତି ବଞ୍ଚୁଛି? @D_BbL 💕

Submitted on 10 Dec, 2019 at 14:35 PM

,, କାହାକୁ ଧନ୍ଯବାଦ ଦେବି ଜାଣିନି.. କେଉଁ ଜନ୍ମ ର କର୍ମଫଳ ମୁଁ ଏ ଜନ୍ମରେ ପାଇଛି ନିଜେ ବି ଜାଣିନି.. ଦୁନିଆର ସବୁଠୁ ଭଲ ବାପା ଆଉ ମା ଙ୍କୁ ମୁଁ ପାଇଛି.. @D_BbL 💕

Submitted on 09 Dec, 2019 at 14:13 PM

,, I love you କହିଦେଲେ ପ୍ରେମ ହେଇ ଯାଏନା.. ପ୍ରେମ 💕 କରିବାକୁ ହେଲେ ଜୀବନରେ ବହୁତ୍ କିଛି ତ୍ୟାଗ କରିବାକୁ ପଡେ @D_BbL 💕

Submitted on 09 Dec, 2019 at 14:09 PM

,, ନିଜର କ୍ଷମତା ସେତେବେଳେ ଦେଖାନ୍ତୁ ଯେତେବେଳ ଆପଣଙ୍କୁ କେହି ପରିହାସ କରୁଥିବ.. @D_BbL 💕

Submitted on 08 Dec, 2019 at 09:30 AM

,, ତୁ ଯେତେ ବି ଘୃଣା କରୁଛୁ କର.. ହେଲେ ଗୋଟେ କଥା ମନେ ରଖିଥିବୁ ଆଜି ଯେତିକି ଭଲ ପାଉଛି ଏ ଜୀବନ ଥିବା ଯାଏ ଠିକ୍ ସେମିତି ଭଲ ପାଉ ଥିବି.. @D_BbL 💕

Submitted on 08 Dec, 2019 at 09:27 AM

,, ଜୀବନ ରେ ବେଳେ ବେଳେ ଏମିତି କିଛି ହୁଏ.. ଯାହା କେବେ ଆମେ ସ୍ଵପ୍ନ ରେ ବି ଭାବି ନଥାନ୍ତି.. @D_BbL 💕

Submitted on 08 Dec, 2019 at 09:24 AM

,, ପଇସା ଦେଇ ସିନ୍ଦୁର ଆଉ ଶଙ୍ଖା କିଣା ଯାଇପାରେ .. କିନ୍ତୁ କାହା ପ୍ରେମକୁ 💕 ନୁହଁ .... @D_BbL 💕

Submitted on 07 Dec, 2019 at 13:50 PM

,, ଏତେ ଦିନର ସମ୍ପର୍କ ଆଜି ଗୋଟେ ଛୋଟ Message ରେ ଭାଙ୍ଗିଗଲା.. ଯେଉଁ Messages ରେ ତୁ ଲେଖିଥିଲୁ..... Who Are You? @D_BbL 💕

Submitted on 07 Dec, 2019 at 13:44 PM

,, ବାପା ମା ହିଁ ଚଳନ୍ତି ଠାକୁର.. ପ୍ରକୃତ ଇଶ୍ଵର... ହେଲେ ଆମେ କେବେ ବୁଝି ପାରନ୍ତି ନାହିଁ ଯେତେବେଳେ ବୁଝନ୍ତି ସେତେବେଳେ ହୁଏତ ଆମେ ବହୁତ୍ ଲେଟ ହେଇ ଯାଇଥାଏ... @D_BbL 💕

Submitted on 05 Dec, 2019 at 17:43 PM

,, ତୁ ମୋତେ ଯେତେ ଘୃଣା କରୁଛୁ କର.. ହେଲେ ଗୋଟେ କଥା ମନେ ରଖିଥିବୁ ଆଜି ତୋତେ ଯେତିକି ଭଲ 💞 ପାଉଛି ଏ ଦେହରେ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ଏମିତି ଭଲ ପାଉ ଥିବି.. @D_BbL 💕

Submitted on 05 Dec, 2019 at 17:37 PM

,, ଭଉଣୀ ବଡ଼ ହେଉ ବା ସାନ... ତା ହୃଦୟ ❤️ ରେ ତା ଭାଇ ପାଇଁ ଏକ ସ୍ୱତନ୍ତ୍ର ଜାଗା ଥାଏ.. ନିଜ ଠୁ ବି ଅଧିକ ସେ ତାକୁ ଭଲ 💞 ପାଏ.. @D_BbL 💕

Submitted on 04 Dec, 2019 at 14:30 PM

,, ଆଜି ମୁଁ ଉପରେ ହସୁଛି 😊 ଭିତରେ କାନ୍ଦୁଚି 😔 .. ଅଥଚ ସେ କହୁଛି ମୁଁ କୁଆଡେ ଖୁସିରେ ଅଛି ... @D_BbL 💕

Submitted on 04 Dec, 2019 at 12:05 PM

,, ତୋ ମୋ ପ୍ରେମ 💕 LIC ର ଜୀବନ ବୀମା ଭଳି Zindagi Ke Saath Bhi Zindagi Ke Baad Bhi.. @D_BbL 💕

Submitted on 04 Dec, 2019 at 12:00 PM

,, ମୋ ମନର ବଗିଚାରେ ତୁ ଏକ ଫୁଲ ଟିଏ .. ତୋତେ ଚାହିଁଲେ ବି କେହି ନା ତୋଳିକି ନେଇ ପାରିବେ ନା ନିଜର କରି ପାରିବେ ... କାହିଁକି ନା ତୁ କେବଳ ମୋର... @D_BbL 💕

Submitted on 03 Dec, 2019 at 06:46 AM

,, ପ୍ରକୃତ ପ୍ରେମ ର ମାନେ 💕 କଣ? ସେ ବା କେମିତି ଜାଣିବ ଯିଏ କେବେ ଜୀବନରେ କାହାକୁ ଭଲ 💞 ପାଇ ନାହିଁ.. @D_BbL 💕

Submitted on 03 Dec, 2019 at 06:32 AM

,, ଆମ ପାଇଁ ଯିଏ ନିଜ ଜୀବନ କୁ ବି ବାଜି ରେ ଲଗାଇ ପାରେ ସେ ହିଁ ଆମ ପ୍ରକୃତ ବନ୍ଧୁ 👬 .. @D_BbL 💕

Submitted on 02 Dec, 2019 at 12:29 PM

,, ଗୁରୁ ଙ୍କ ପାଇଁ ଆଜି କଣ ଲେଖିବି.. ସେଇ ମହାନ ଗୁରୁ ଙ୍କ ପାଇଁ ତ ଆଜି ମୁଁ ଏତିକି ଲେଖି ପାରୁଛି.. ଭଗବାନ କରନ୍ତୁ ସବୁ ଶିଷ୍ୟ ଙ୍କୁ ଜଣେ ଜଣେ ଭଲ ଗୁରୁ ମିଳନ୍ତୁ... @D_BbL 💕

Submitted on 02 Dec, 2019 at 12:25 PM

,, ନିଜ ଭଉଣୀ କଥା ସେଇଦିନ ମନେ ପଡ଼ିବ ଯେଉଁଦିନ ସେ ତା ସପନର ରାଜ କୁମାରର ହାତ ଧରି ଆମକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉଥିବ... ଅଥଚ ଆମେ ଚାହିଁଲେ ବି କିଛି କରିପାରୁ ନଥିବା.... @D_BbL 💕

Submitted on 01 Dec, 2019 at 13:17 PM

,, ହୃଦୟରେ ତ ସମସ୍ତେ ରୁହନ୍ତି .. ହେଲେ ଗୋଟେ ଭଉଣୀର ହୃଦୟ ❤️ ରେ ତା ଭାଇ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ଜାଗା ଥାଏ... @D_BbL 💕

Submitted on 30 Nov, 2019 at 02:43 AM

,, କର୍ମ ଏମିତି କରନ୍ତୁ ଯେମିତି ଆପଣଙ୍କ ପିତା ମାତା ଭଗବାନ 🙏 ଙ୍କ ନିକଟରେ ପ୍ରାର୍ଥନା କରିବେ ଯେ ସବୁ ଜନ୍ମ ରେ ଆମକୁ ଏମିତି ପୁଅ ଝିଅ ମିଳନ୍ତୁ... @D_BbL 💕

Submitted on 30 Nov, 2019 at 02:37 AM

,, ଘରେ ଥିବା ବାପା ମା ଙ୍କୁ ଖୁସିରେ 🤗 ରଖନ୍ତୁ ମନ୍ଦିର ରେ ଥିବା ଇଶ୍ଵର ଆପେ ଆପେ ଖୁସି 😊 ହେଇଯିବେ... @D_BbL 💕

Submitted on 28 Nov, 2019 at 21:23 PM

,, କାହିକିଁ ତୋତେ ଏତେ ସୁନ୍ଦର୍ ଆଉ Cute ଭଗବାନ ବନାଇଲେ ଯେତେଥର ଦେଖିଲେ ବି ମୋ ମନ ❤️ କହେ ଆଉ ଥରେ ଦେଖିବାକୁ.... @D_BbL 💕

Submitted on 28 Nov, 2019 at 21:19 PM

,, କାହା ଓଠରେ ଟିକେ ହସ ଦେବା ପାଇଁ ଯିଏ ସବୁବେଳେ ଚେଷ୍ଟା କରେ ତା ଓଠରେ ହସ 😊 ଦେବା ପାଇଁ ଭଗବାନ ସବୁବେଳେ ପ୍ରସ୍ତୁତ ଥାଆନ୍ତି.. @D_BbL 💕

Submitted on 27 Nov, 2019 at 19:24 PM

,, ପ୍ରେମରେ ସମସ୍ତେ ପ୍ରତିଶୃତି ଦିଅନ୍ତି ମୁଁ ତୁମକୁ ସବୁବେଳେ ଖୁସିରେ ରଖିବି ... ହେଲେ କିଛି ଦିନ ଗଲା ପରେ ଆଖିରେ ଲୁହ ଦେଇ ଚାଲି ଯାଆନ୍ତି ... @D_BbL 💕

Submitted on 27 Nov, 2019 at 19:21 PM

,, କେବଳ ଗୋଟିଏ ଦିନ ପାଇଁ ପ୍ରତି ଦିନ ଆମେ ଜୀବନ ସହ ସଂଘର୍ଷ କରୁଛନ୍ତି ସେଇ ଦିନଟି ହେଲା ମୃତ୍ୟୁ.. @D_BbL 💕

Submitted on 26 Nov, 2019 at 09:17 AM

ତା ଓଠ କିଛି କହେନି ସତ.. ହେଲେ ତା କଥା ଭାବିଦେଲା କ୍ଷଣି ମୁଁ ମୋ ଓଠର ହସ 😊 କୁ ମୋ ଆୟତ୍ତରେ ରଖି ପାରେନା.... @D_BbL 💕

Submitted on 26 Nov, 2019 at 07:11 AM

ନାରୀ ସେ ଜନନୀ ସେ ଭଗିନୀ ଓ ସେ ପତ୍ନୀ, ନାରୀ ବିନା ପୁରୁଷ କିଛି ନୁହଁ କି ପୁରୁଷ ବିନା ନାରୀ କିଛି ନୁହଁ ଦୁଇ ଜଣ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି.. @D_BbL 💕

Submitted on 25 Nov, 2019 at 06:21 AM

,, ପ୍ରେମ 💕 ସେତେବେଳେ ସୁନ୍ଦର ଲାଗେ.. ଯେଉଁ ପ୍ରେମର ଶେଷ ଉପହାର 📦 ଟୋପାଏ ସିନ୍ଦୂର ଆଉ ଦି ପଟ ଶଙ୍ଖା ଉପହାର ସ୍ବରୂପ ମିଳେ... @D_BbL 💕

Submitted on 24 Nov, 2019 at 16:59 PM

,, ଦୁଇ ବୁନ୍ଦା ଲୁହ 😢 ର ଓଜନ କେତେ ତାକୁ ପଚାର ଯିଏ ଦିନ ରାତି କଷ୍ଟ କରି ଆମ ଓଠରେ ଟିକେ ହସ 😊 ଦେବା ପାଇଁ ଚେଷ୍ଟା କରନ୍ତି.. .... ଆମ ବାପା 🙏.... @D_BbL 💕

Submitted on 24 Nov, 2019 at 16:49 PM

,, ଅନେକ୍ ଦିନ ହେଲା ତୁମ ସହ ଦେଖା ହେଇ ନଥିଲା.. ଦେଖିଲା କ୍ଷଣି ମୋ ଆଖିରେ ଆଖିଏ ଲୁହ 😢 ଦୁଇ ବୁନ୍ଦା ଧାର୍ ଧାର୍ ହୋଇ ବୋହି ଆସିଲା.. @D_BbL 💕

Submitted on 23 Nov, 2019 at 02:10 AM

,, ଅନୁତାପ ର ନିଆଁ ରେ ଜଳୁଚି 🔥 ମୁଁ ପ୍ରତିଦିନ.. କଣ କେବେ ଇଚ୍ଛା ହେଇନି ମୋତେ ଆସି ଦେଖି ଯିବାକୁ? @D_BbL 💕

Submitted on 22 Nov, 2019 at 13:24 PM

,, ଜୀବନର ଦୋ ଛକରେ ବର୍ତ୍ତମାନ ଆମେ ଚଳୁଛନ୍ତି.. ଯାହା ଭାବୁଛନ୍ତି ସେଇଟା କେବେ ହେଉନି.. ଅଥଚ ଯାହା କେବେ ଭାବି ନଥାନ୍ତି ସେଇଆ ହିଁ ହେଉଛି.. @D_BbL 💕

Submitted on 20 Nov, 2019 at 09:54 AM

,, ଆଜି ବି ମନେ ପଡେ ସେ ଦିନର କଥା.. ତୁ ବହି 📚 ଆଉ ଖାତା ଭିତରେ ମୋ ନାଁ କୁ ଲୁଚେଇକି ଲେଖୁଥିଲୁ ଆଉ ତୋ ସାଙ୍ଗ ମାନଙ୍କ ପାଖରୁ ବହୁତ୍ comment ଶୁଣୁ ଥିଲୁ.. @D_BbL 💕

Submitted on 19 Nov, 2019 at 11:58 AM

,, କଣ ବା ଲେଖିବି ତୁମ ପାଇଁ.. କଲମ ଶେଷରେ ମୋତେ ପ୍ରଶ୍ନ କରୁଛି? ତୁ ଯାହା ପାଇଁ ଲେଖୁଚୁ କଣ ସତରେ ସେ ତୋ ଲେଖାକୁ ପଢୁଛି.. @D_BbL 💕

Submitted on 19 Nov, 2019 at 11:55 AM

,, ଜୀବନରେ ଯଦି କେବେ ମୋ ନିଶ୍ଵାସ ବି ତୁମର ଦରକାର ପଡେ ତାହେଲେ ମାଗିନେବ.... କାହିଁକି ନା ତୁମ ବିନା ଏ ନିଶ୍ୱାସ ବି କାହାର ନୁହଁ.. @D_BbL 💕

Submitted on 18 Nov, 2019 at 06:00 AM

,, ବଜାରରେ ସବୁ ରୋଗ ପାଇଁ ଔଷଧ ନିଶ୍ଚୟ ଅଛି.. ହେଲେ ସନ୍ଦେହ ଏମିତି ଏକ ରୋଗ ଯାହା ପାଇଁ ଔଷଧ ବୋଲି କିଛି ନାହିଁ... @D_BbL 💕

Submitted on 16 Nov, 2019 at 23:22 PM

,, ନିଜର ଖୁସି 😊 କୁ ଯିଏ ଅନ୍ୟ ମାନଙ୍କ ପାଇଁ ବଳି ଦେଇ ଦିଏ.. ନିଜେ ନ ଖାଇ ଯିଏ ସବୁବେଳେ ଅନ୍ୟ ମାନଙ୍କୁ ଖୁଆଉଥାଏ ନିଜର ଯତ୍ନ ନେବାକୁ ନିଜ ପାଇଁ ସମୟ ନ ଥାଏ ସବୁବେଳେ ସେ ଅନ୍ୟ କାହାର ଯତ୍ନ ନେବାରେ ବ୍ୟସ୍ତ ଥାଏ.. ଏମିତି ତ କେବଳ ଜଣେ ସ୍ତ୍ରୀ ଲୋକ ହିଁ କରିପାରେ.. @D_BbL 💕

Submitted on 16 Nov, 2019 at 23:15 PM

,, ଆଖି ସିନା ମୋର ହେଲେ ସ୍ଵପ୍ନ ସବୁ ବେଳେ ସେ ଦେଖେ ମୋ ଆଖିରେ ସେ ଆଉ କେହି ନୁହଁ ମୋ ବୋଉ.. @D_BbL 💕

Submitted on 16 Nov, 2019 at 23:12 PM

,, ଜାଣେନା ତା ଆଖିରେ କି ଯାଦୁ ଅଛି.. ମୁଁ ଯେତେ ଦୂରକୁ ଯିବା ପାଇଁ ଚେଷ୍ଟା କଲେ ତା ଆଖି ମୋତେ ତା ପାଖରୁ ଯିବାକୁ ଦେଉନି.. @D_BbL 💕

Submitted on 16 Nov, 2019 at 04:15 AM

,, ତୁ ଏମିତି ଏକ ସ୍ମୃତି ଟିଏ ମୋ ପାଇଁ ... ତୋତେ ଭାବିଦେଲା କ୍ଷଣି ମୋ ଓଠର ହସ 😊 କୁ ମୁଁ ମୋ ଆୟତ୍ତ ରେ ରଖି ପାରେନା.. @D_BbL 💕

Submitted on 15 Nov, 2019 at 05:36 AM

,, କେବେ କାହା ମନରେ କଷ୍ଟ ଦେଇ ନିଜେ ଖୁସି 😊 ହୁଅନ୍ତୁ ନାହିଁ.. କାହିଁକି ନା ଭଗବାନ ଅଛନ୍ତି, ଅନ୍ୟକୁ କଷ୍ଟ ଦେଇ ଆଗକୁ ଯାଉଥିବା ଲୋକ କୁ ଭଗବାନ କେବେ କ୍ଷମା କରିବେନି.. ଜିବନରେ ସଂଘର୍ଷ କରି ବଞ୍ଚିବା ଶିଖ..

Submitted on 14 Nov, 2019 at 10:06 AM

,, ଆଜିର ଶିଶୁ କାଲିର ଭବିଷ୍ୟତ.. ଝିଅ ହେଉ ବା ପୁଅ ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତୁ.. @D_BbL 💕

Submitted on 14 Nov, 2019 at 10:03 AM

,, ସମ୍ପର୍କ ରଖିବ ତ ଏମିତି ରଖ.. ଯେମିତି ଜଣଙ୍କୁ କଷ୍ଟ ହେଲେ ଅନ୍ୟ ଜଣଙ୍କ ଆଖିରୁ ଲୁହ ବୋହି ପଡ଼ିବ.. @D_BbL 💕

Submitted on 13 Nov, 2019 at 02:18 AM

,, ସବୁବେଳେ ହସୁଥିବା ମଣିଷ ଟି ମନରେ ବହୁତ୍ ଦୁଃଖ ଲୁଚି ରହିଥାଏ.. ସେଥିପାଇଁ ସେ ସବୁବେଳେ ହସି ବାକୁ ଚେଷ୍ଟା କରେ.. @D_BbL 💕

Submitted on 12 Nov, 2019 at 03:04 AM

,, ସଂସ୍କୁତି ଓ ପରମ୍ପରା କାହାକୁ କୁହନ୍ତି ଯଦି ଜାଣିବା ପାଇଁ ଇଚ୍ଛା.. ତାହେଲେ ଥରୁଟିଏ ମୋ ♥ ଓଡ଼ିଶା କୁ ବୁଲିବା ପାଇଁ ପଳେଇ ଆସ.. @D_BbL 💕

Submitted on 12 Nov, 2019 at 02:59 AM

,, ବେଳେବେଳେ ଆମେ ଯାହାକୁ ନିଜର ଠୁ ବି ନିଜର ଭାବନ୍ତି.. ପ୍ରକୃତରେ ସେ ଆମକୁ ସେତିକି ନିଜର ଭାବନ୍ତି ନାହିଁ... @D_BbL 💕

Submitted on 11 Nov, 2019 at 02:57 AM

,, ଖୁସିରେ 🤗 ଥିଲେ କେବେ ମଣିଷ ଭଗବାନ ଙ୍କୁ ମନେ ପକାଇ ନଥାଏ.. ଦୁଃଖ ରେ ଥିଲେ ମଣିଷ ଭଗବାନ ଙ୍କୁ ମନେ ପକାଏ... @D_BbL 💕

Submitted on 10 Nov, 2019 at 02:24 AM

,, ଟଙ୍କା ପଇସା ଆଜି ଅଛି କାଲି ନାହିଁ ହେଲେ ସମ୍ପର୍କ ଏମିତି ଏକ ଜିନିଷ ଜୀବନ ର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଆମ ସହ ଥାଏ... @D_BbL 💕

Submitted on 10 Nov, 2019 at 02:22 AM

,, ଏ ଦୁନିଆର କିଛି ଲୋକ ମାନେ ବହୁତ୍ ସ୍ୱାର୍ଥପର ଜଣେ ଏଠି Miss 😞 କରି କରି ରାତି ଅନିଦ୍ରା ରେ କାଟୁଛି.. ଅଥଚ ଆଉ ଜଣଙ୍କୁ ଟିକେ ବି ଫରକ ପଡୁନାହିଁ.. @D_BbL 💕

Submitted on 08 Nov, 2019 at 20:36 PM

,, ସତରେ ମୁଁ ତୋତେ ନେଇ ଗର୍ବ ଅନୁଭବ କରେ.. କାହିଁକି ନା ତୋ ପରି ଜୀବନ ସାଥୀ ଟିଏ ବୋଧେ ମୁଁ କୋଉଠି ବି ପାଇ ନଥାନ୍ତି .. ସେଥିପାଇଁ ତ ସବୁବେଳେ କୁହେ I Love You Forever .. @D_BbL 💕

Submitted on 08 Nov, 2019 at 20:34 PM

,, ତୁ ଏମିତି ଏକ ସ୍ମୃତି ଟିଏ ମୋ ପାଇଁ ... ତୋତେ ଭାବିଦେଲା କ୍ଷଣି ମୋ ଓଠର ହସ 😊 କୁ ମୁଁ ମୋ ଆୟତ୍ତ ରେ ରଖି ପାରେନା.. @D_BbL 💕

Submitted on 08 Nov, 2019 at 02:24 AM

,, ସୁନ୍ଦର ଆଉ ଅସୁନ୍ଦର ତ ଆମେ ମାନେ ଦେଖନ୍ତି... ନହେଲେ ସବୁ ବାପା ମା ଙ୍କ ଆଖିରେ ତାଙ୍କ ପୁଅ ଆଉ ଝିଅ ମାନେ ଜଣେ ଜଣେ ରାଜକୁମାର ଆଉ ରାଜକୁମାରୀ... @D_BbL 💕

Submitted on 08 Nov, 2019 at 02:21 AM

,, ଗୋଟେ ବିରାଟ ସତ୍ଯ.. ଏ ଦୁନିଆରେ କିଛି ବାପାଙ୍କୁ ଗୋଟିଏ ଗୋଟିଏ ପୁଅ ନିଶ୍ଚୟ ଦରକାର.. କିନ୍ତୁ ଝିଅ ନୁହଁ... @D_BbL 💕

Submitted on 07 Nov, 2019 at 02:50 AM

ଶୀତୁଆ ସକାଳର ସେ କଅଁଳ ଖରାର ତାତି ଧାନ ବିଲର ସୁଲୁସୁଲିଆ ପବନ ର ମଜା.. ବିଦେଶ ରେ ରହିଲା ପରେ ସେ ସବୁ ସତେ ଯେମିତି ଏକ ସ୍ଵପ୍ନ ପାଲଟି ଯାଇଛି.. @D_BbL 💕

Submitted on 07 Nov, 2019 at 02:44 AM

,, ଜାଣିଥିଲି ପ୍ରେମରେ 💕 ଧୋକା ମିଳେ ବୋଲି .. ହେଲେ କଣ କରିବି ସେ ମୋତେ ଏତେ ଭଲପାଇବା ଦେଲା ଯେ ମୁଁ ବି ତାକୁ ଭଲପାଇ ବସିଲି .. ଆଉ ଆଜି ଶେଷରେ ଉପହାରରେ ଧୋକା ହିଁ ପାଇଲି... @D_BbL 💕

Submitted on 06 Nov, 2019 at 02:58 AM

,, ଆଜି ମନେପଡେ ସେଇ ପିଲାଦିନ କଥା.. ବଡ ଭଉଣୀ ମାନେ ପଞ୍ଚକ ପାଳନ କରନ୍ତି, ଆଉ ଆମେ ମାନେ ତାଙ୍କ ପାଖରେ ରହି ପଞ୍ଚକର ମଜା ନିଅନ୍ତି... @D_BbL 💕

Submitted on 05 Nov, 2019 at 12:50 PM

,, ସତରେ ମଣିଷ ଜୀବନ ବଡ ଅଜବ ନା? ଯାହାକୁ ଭୋକ ଲାଗୁଛି ତା ପାଖରେ ରୁଟି ନାହିଁ, ଅଥଚ ଯାହା ପାଖରେ ରୁଟି ଅଛି ତାକୁ ଭୋକ ଲାଗୁନାହିଁ.. @D_BbL 💕

Submitted on 05 Nov, 2019 at 02:53 AM

,, ପ୍ରକୃତ ବନ୍ଧୁ 👬 କେବେ ହେଲେ ବି ବିପଦ ସମୟରେ ହାତ ଛାଡ଼ି ଦେଇ ଚାଲି ଯାଏନି, ବର୍ଂ ହାତରେ ହାତ ରଖି ଏହି କଥା କୁହେ ଡର୍ ନା yaar ମୁୁଁ ପରା ତୋ ପାଖରେ ଅଛି... @D_BbL 💕

Submitted on 04 Nov, 2019 at 08:32 AM

,, ଦିନେ ତୋତେ ପାଇବା ପାଇଁ ମନ୍ଦିର ଯାଉଥିଲି ହେଲେ ତୁ ମିଳିଲୁ ନାହିଁ .. ଆଉ ଆଜି ବି ମନ୍ଦିର ଯାଏ ତୋତେ ପାଇବା ପାଇଁ ନୁହଁ, ବରଂ ତୁ ସବୁବେଳେ ଖୁସିରେ 🤗 ରହ ସେଥିପାଇଁ .. @D_BbL 💕

Submitted on 03 Nov, 2019 at 04:13 AM

,, କାଲି ଯେଉଁଠି ଥିଲି ଆଜି ବି ସେଇଠି ଅଛି .. ଫରକ କେବଳ ଏତିକି କାଲି ତୁ ମୋ ସାଥିରେ 👫 ଥିଲୁ ଆଉ ଆଜି ତୋ ସ୍ମୃତି 😢... @D_BbL 💕

Submitted on 03 Nov, 2019 at 04:09 AM

,, ଜାଣେନା କି ଯାଦୁ କି କିନିଆ ଅଛି ତୋ ପାଖରେ 😉.. ଯେତେଥର ଦେଖିଲେ 🤭 ତୋତେ ତୁ ସେତେ ନୂଆ ଲାଗୁଛୁ ମୋତେ 😊... @D_BbL 💕

Submitted on 03 Nov, 2019 at 04:06 AM

,, ଆଜି ତୋ କଥା ବେସି ମନେ ପଡୁଛି.. ଆଉ ଯେତେବେଳ ବି ମନେ ପଡୁଛି ଓଠରୁ ହସ 😊 ନୁହଁ ଆଖିରୁ ଲୁହ 😢 ଝରୁଛି .. @D_BbL 💕

Submitted on 02 Nov, 2019 at 03:25 AM

,, ଯାହା ବିନା ଆମେ ଗୋଟେ ମୁହୂର୍ତ୍ତ ରହି ପାରିବାନାହିଁ, ସେ ହିଁ ଆମ ପ୍ରକୃତ ପ୍ରେମ 💕.. @D_BbL 💕

Submitted on 31 Oct, 2019 at 18:58 PM

,, ଦୁନିଆର ସବୁ ଲୋକ ଆମକୁ ଏ ଦୁନିଆକୁ ଆସିଲା ପରେ ଜାଣନ୍ତି.. କେବଳ ଜଣେ ହିଁ ଆମକୁ ଆସିବାର ଦଶ ମାସ ଦଶ ଦିନ ଆଗରୁ ଜାଣି ଥାଏ.. ସେ ହେଉଛି ଆମ ମା 🙏.. @D_BbL 💕

Submitted on 29 Oct, 2019 at 10:29 AM

,, କାଲି ଯେଉଁଠି ଥିଲି ଆଜି ବି ସେଇଠି ଅଛି .. ଫରକ କେବଳ ଏତିକି କାଲି ତୁ ମୋ ସାଥିରେ ଥିଲୁ ଆଉ ଆଜି ତୋ ସ୍ମୃତି... @D_BbL 💕

Submitted on 28 Oct, 2019 at 12:53 PM

,, ପିଲାଦିନର ସାଥି ବି ସେତେବେଳେ ହାତ ଛାଡ଼ି ଦିଏ.... ଯେତେବେଳେ ତାକୁ ଆମଠୁ ଭଲ ସାଥି ଟିଏ ମିଳିଯାଏ... @D_BbL 💕

Submitted on 28 Oct, 2019 at 01:28 AM

,, ତୁ ସିନା ସ୍ୱାର୍ଥପର ବୋଲି ମୋତେ ଭୁଲିଗଲୁ .. ହେଲେ ମୁୁଁ ତୋତେ କେବେ ଭୁଲି ପାରିବି ନାହିଁ... କାଲି ତୋତେ ଯେତିକି ଭଲ ପାଉଥିଲି ଆଜି ବି ସେତିକି ଭଲ ପାଉଛି.... @D_BbL 💕

Submitted on 23 Oct, 2019 at 10:25 AM

,, କେବେ ଭାବିଛୁ ତୋତେ ପାଗଳଙ୍କ ପରି ଭଲ ପାଉଥିବା ପିଲାଟି ଏବେ କେମିତି ଅଛି ... ମୁଁ ଜାଣିଛି ତୁ ଭାବୁନଥିବୁ କାହିଁକି ନା ତୋ ପାଖରେ ପା ନୁଆ ଜୀବନ ସାଥୀ ଟିଏ ଅଛି...

Submitted on 22 Oct, 2019 at 05:08 AM

,, କାଲି ମୁଁ ତୋତେ ଏତେ ଭଲପାଇ ବସିଥିଲି ଯେ ଆଜି ତୁ ଧୋକା ଦେଲାପରେ ବି ... ମୋ ହୃଦୟ ❤️ କେବଳ ତୋତେ ହିଁ ଖୋଜୁଛି .. @D_BbL 💕

Submitted on 21 Oct, 2019 at 04:52 AM

,, ଆଜି ବି ମୁଁ ତା message ର ଅପେକ୍ଷାରେ ରହିଛି, କାଲି ଯିଏ କହୁଥିଲା ସମୟ ପଛେ ବଦଳି ଯିବ କିନ୍ତୁ ଆମେ ବଦଳି ଯିବାନି... ଆଉ ଆଜି ସମୟ ସହ ସେ ନିଜକୁ ବଦଳାଇ ଦେଇଛି ... @D_BbL 💕

Submitted on 17 Oct, 2019 at 07:36 AM

,, ଖେଳ ତ ବହୁତ୍ କିଛି ଅଛି, ହେଲେ ସବୁଠୁ ସୁନ୍ଦର ଖେଳ ହେଉଛି ବିବାହ 👫 ବେଦୀର କଉଡ଼ି ଖେଳ... @D_BbL 💕

Submitted on 15 Oct, 2019 at 17:20 PM

,, ସମ୍ପର୍କ 👫 ରଖିବ ତ ଏମିତି ରଖ.. ଯେମିତି ଜଣଙ୍କୁ କଷ୍ଟ ହେଲେ ଅନ୍ୟ ଜଣଙ୍କ ଆଖିରୁ ଲୁହ 😢 ବୋହି ପଡ଼ିବ.. @D_BbL 💕

Submitted on 15 Oct, 2019 at 17:08 PM

ବାପାଙ୍କ ଗାଳିରେ କେତେ ଭଲ ପାଇବା ଲୁଚି ରହିଥାଏ, ତମେ ସେଇଦିନ ଜାଣିବ ଯେଉଁ ଦିନ ତମେ ନିଜେ ଜଣେ ବାପା ହେବ... @D_BbL 💕

Submitted on 15 Oct, 2019 at 06:30 AM

,, ଆଖିରେ ଟିକେ କିଛି ପଡ଼ିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର ଭଳି ଦିଶେ... ଠିକ୍ ସେମିତି ବାପା ମାଆଙ୍କ ଆଶୀର୍ବାଦ ବିନା ଆମ ଜୀବନ ବି ଏକ ଅନ୍ଧକାର ଭଳି... @D_BbL 💕

Submitted on 14 Oct, 2019 at 18:20 PM

,, ସେଇ ପ୍ରେମ 💕 ବହୁତ୍ କଷ୍ଟ ଦିଏ.. ଯେଉଁ ପ୍ରେମରେ ଜଣେ ହୃଦୟ ❤️ ଦେଇ ଭଲ ପାଉଥାଏ ଅଥଚ ଆଉ ଜଣେ ତାକୁ Time Pass ବୋଲି ଭାବି ଭୁଲିଯାଏ... @D_BbL 💕

Submitted on 13 Oct, 2019 at 11:56 AM

,, ନା ରାଜ କୁମାରି ଦରକାର.. ନା କେଉଁ ସରଗର ପରୀ ଦରକାର .. ମୋତେ ତ କେବଳ ତୁ 😊 ହିଁ ଦରକାର 😘.. @D_BbL 💕

Submitted on 12 Oct, 2019 at 05:04 AM

,, ନିଜେ ନ ଖାଇ ଆମକୁ ଖୁଆଏ .. ଭଲପାଇବାରେ ତାର ଛଳନା ନଥାଏ .. ଜାଣିଛ ସେ କିଏ? ଆମ ମା ପରା ସିଏ 🙏.. @D_BbL 💕

Submitted on 11 Oct, 2019 at 04:30 AM

,, ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା 🙏 କାହାକୁ କିଛି ଦିଅନ୍ତୁ ବା ନ ଦିଅନ୍ତୁ... ହେଲେ ଜୀବନ ଠୁ ଅଧିକ ଭଲ ପାଉଥିବା ଭଉଣୀ ଟିଏ ସମସ୍ତଙ୍କୁ ଦିଅନ୍ତୁ... @D_BbL 💕

Submitted on 10 Oct, 2019 at 11:11 AM

,, ମୋ ଭଲପାଇବାରେ 💕 ତୋ ପ୍ରତି ନଥିଲା ଛଳନା ... ତଥାପି ତୁ ମୋ ହୃଦୟକୁ ❤️ ଭାଙ୍ଗିଦେଲୁ ଭାବିକି ଖେଳନା.. @D_BbL 💕

Submitted on 10 Oct, 2019 at 04:12 AM

,, ତୋ ରାଗ 😡 ରାଗ ଚାହାଣୀ ନିଏ ମୋ ହୃଦୟକୁ ❤️ କିଣି .... କହିବୁକି ଧନ 😘 ଆସିବୁ କେବେ ସାଜି ମୋ ରାଣୀ👑 .. @D_BbL 💕

Submitted on 09 Oct, 2019 at 09:36 AM

,, କାଲି ତୋ ସାଥିରେ ବି ତୋର ଥିଲି .. ଆଜି ତୁ ଧୋକା ଦେଲା ପରେ ବି ତୋର ଅଛି.. କାହିଁକି ନା ତୁ ବଦଳି ଯାଇଛୁ ହେଲେ ମୁଁ ଯେମିତି ଥିଲି ସେମିତି ଅଛି.. @D_BbL 💕

Submitted on 09 Oct, 2019 at 04:16 AM

,, ଆଜି ମୁଁ ଏଥିପାଇଁ ଖୁସୀରେ 😊 ଅଛି... କାହିଁକି ନା କେହି ଜଣେ ମୋତେ ତା ଜୀବନ ଠୁ ଅଧିକ ଭଲ ❤️ ପାଉଛି...😉 @D_BbL 💕

Submitted on 08 Oct, 2019 at 04:42 AM

,, ଜୀବନ ରେ ଯଦି ଆଜି ମୁଁ ଖୁସୀରେ 😊 ଅଛି... କେବଳ ତୋରି 💪 ପାଇଁ.. Love You Soo Much 😘 @D_BbL 💕

Submitted on 07 Oct, 2019 at 04:34 AM

,, ସବୁ ପ୍ରେମ କାହାଣୀ ଏଠି ସିନ୍ଦୂର ପାଖରେ ଶେଷ ହୋଇ ନଥାଏ.. କିଛି ପ୍ରେମ ଆଖିର ଲୁହ 😭 ରେ ବି ଶେଷ ହେଇଯାଏ... @D_BbL 💕

Submitted on 06 Oct, 2019 at 18:24 PM

,, ବାପାଙ୍କ ଗାଳିରେ କେତେ ଭଲ ପାଇବା ଲୁଚି ରହିଥାଏ ତମେ ସେଇଦିନ ଜାଣିବ, ଯେଉଁ ଦିନ ତମେ ନିଜେ ଜଣେ ବାପା ହେବ ... @D_BbL 💕

Submitted on 06 Oct, 2019 at 03:59 AM

,, ଏବେ ହସିବା ଭୁଲି କାନ୍ଧିବା ଶିଖି ନିଅନ୍ତୁ ବନ୍ଧୁ ... କାହିଁକି ନା ଏଠି ହସେଇବା ପାଇଁ ବହୁତ୍ କମ୍ ଲୋକ ଅଛନ୍ତି... ଆଉ କନ୍ଧେଇବା ପାଇଁ ବେଶି... @D_BbL 💕

Submitted on 05 Oct, 2019 at 05:55 AM

,, ଜୀବନର ବାଟରେ ମୁଁ ଆଜି ଏକା ହୋଇଯାଇଛି ବିଶ୍ୱାସ ଅଛି ଦିନେ ନା ଦିନେ ତୁ ନିଶ୍ଚୟ ଆସିବୁ... ଆଉ ସେଇ ବିଶ୍ୱାସ ଟିକକ ପାଇଁ ମୁଁ ଆଜି ବଞ୍ଚିଛି.. @D_BbL 💕

Submitted on 04 Oct, 2019 at 12:17 PM

,, ନୁଆ ନୁଆ ପ୍ରେମରେ ପଡିଲେ ସବୁକିଛି ସୁନ୍ଦର ଲାଗେ ସତ .. ହେଲେ ସେ ପ୍ରେମରେ ଧୋକା ଯେତେବେଳ ମିଳେ ମଣିଷ ବଞ୍ଚି ଥାଉ ଥାଉ ମରିଯାଏ ... @D_BbL 💕

Submitted on 04 Oct, 2019 at 04:25 AM

ଯେତେ ବି ବଡ ହୋଇ ଯାଆନ୍ତୁ ନା କାହିଁକି, ପିଲାଦିନେ ଭାଇ ଭଉଣୀ ମାନଙ୍କ ସହ ବିତେଇ ଥିବା ସମୟ ଦିନେ ନା ଦିନେ ନିଶ୍ଚୟ ମନେ ପଡିଯାଏ... ଆଉ ଯେତେବେଳ ବି ମନେପଡେ ବହୁତ୍ ଖୁସି ଲାଗେ ... @D_BbL 💕

Submitted on 03 Oct, 2019 at 14:40 PM

,, ବେଳେବେଳେ ଆମେ ଯାହାକୁ ନିଜର ଠୁ ବି ନିଜର ଭାବନ୍ତି.. ପ୍ରକୃତରେ ସେ ଆମକୁ ସେତିକି ନିଜର ଭାବନ୍ତି ନାହିଁ... @D_BbL 💕

Submitted on 03 Oct, 2019 at 03:49 AM

,, ବଜାରରେ ସବୁ ରୋଗ ପାଇଁ ଔଷଧ ନିଶ୍ଚୟ ଅଛି.. ହେଲେ ସନ୍ଦେହ ଏମିତି ଏକ ରୋଗ ଯାହା ପାଇଁ ଔଷଧ ବୋଲି କିଛି ନାହିଁ... @D_BbL 💕

Submitted on 02 Oct, 2019 at 10:04 AM

,, ବାପା ମା ଙ୍କ ଖୁସି 😊 ପାଇଁ ପ୍ରେମକୁ ଭୁଲି ଯାଆନ୍ତୁ ଚଳିବ.. କିନ୍ତୁ ପ୍ରେମ ପାଇଁ ବାପା ମା ଙ୍କୁ ଭୁଲନ୍ତୁ ନାହିଁ ତାଙ୍କୁ ବହୁତ୍ ବାଧିବ 😭 .... @D_BbL 💕

Submitted on 02 Oct, 2019 at 07:01 AM

,, ସବୁବେଳେ ହସୁଥିବା 😁 ମଣିଷ ଟି ମନରେ ❤️ ବହୁତ୍ ଦୁଃଖ 😭 ଲୁଚି ରହିଥାଏ.. ସେଥିପାଇଁ ସେ ସବୁବେଳେ ହସି ☺️ ବାକୁ ଚେଷ୍ଟା କରେ.. @D_BbL 💕

Submitted on 01 Oct, 2019 at 16:52 PM

,, ଦୁଃଖ କଣ ତାକୁ ପଚାରନ୍ତୁ .. ଯିଏ ସମସ୍ତଙ୍କ ସାମ୍ନାରେ ହସୁଥାଏ 😁 ହେଲେ ଲୁଚି ଲୁଚି ଏକୁଟିଆ କାନ୍ଦୁ 😭 ଥାଏ... @D_BbL 💕

Submitted on 01 Oct, 2019 at 02:08 AM

,, ସବୁବେଳେ ଓଠ ରେ ହସ ଆଣିବା ପାଇଁ ଚେଷ୍ଟା କରନ୍ତୁ, କିଏ ଜାଣେ କେଉଁ ଦିନ ଆପଣଙ୍କର ଶେଷ ଦିନ ହୋଇପାରେ .. ହୁଏତ ଆପଣଙ୍କ ହସ ଦେଖି ଅନ୍ୟ କେହି ଜଣେ ହସିବା ପାଇଁ ଚେଷ୍ଟା କରିବ.... @D_BbL 💕

Submitted on 30 Sep, 2019 at 02:04 AM

,, ମା ଙ୍କ ପରେ ଯଦି ଆଉ କେହି ଜଣେ ଆମକୁ ବିନା ସ୍ଵାର୍ଥରେ ଭଲ ପାଉଥାଏ ସେ ହେଉଛି ... ଆମ ଭଉଣୀ ... ... ଲଭ୍ ୟୁ ଦିଦି ... @D_BbL 💕

Submitted on 29 Sep, 2019 at 09:32 AM

ସମୟ କେତେବଳେ ବି କାହା ପାଇଁ ଅଟକି ରହେନି କି ସମୟ କେତେବଳେ ପଛକୁ ଫେରେନି... ଯେତେବଳେ ବି ଯେତିକି ସମୟ ମିଳୁଛି ସେତିକି ସମୟ ନିଜର ଲୋକ ମାନଙ୍କ ସହ ବିତେଇ କି ଦେଖନ୍ତୁ ଦେଖିବେ ବହୁତ୍ ଖୁସି ଲାଗିବ.... @D_BbL 💕

Submitted on 28 Sep, 2019 at 06:51 AM

,, ଦୁନିଆର ଏମିତି ବହୁତ୍ ଲୋକ ଅଛନ୍ତି, ଯିଏ ଦେଖିବାକୁ ଯେମିତି ପ୍ରକୃତରେ ସେମିତି ହୋଇ ନଥାନ୍ତି... @D_BbL 💕

Submitted on 27 Sep, 2019 at 13:31 PM

,, ଯଦି କାହାକୁ ଟିକେ ଭଲ ପାଇବା ଦେଇ ପାରୁନାହଁ... ତାହେଲେ ତାକୁ ଘୃଣା କରିବାର ଅଧିକାର ବି ତୁମ ପାଖରେ ନାହିଁ... @D_BbL 💕

Submitted on 27 Sep, 2019 at 04:32 AM

,, ତୁ ମୋତେ କେତେ ଭଲ ପାଉ ମୁଁ ଜାଣେନା... ହେଲେ ଗୋଟେ କଥା ମନେ ରଖିଥିବୁ, ମୋ ପାଇଁ ମୋ ଦୁନିଆ କହିଲେ କେବଳ ତୁ ହିଁ ତୁ... @D_BbL 💕

Submitted on 26 Sep, 2019 at 04:03 AM

,, ଗୋଟେ ଭାଇର ହୃଦୟ ❤️ ସବୁକିଛି ସହି ପାରେ.. ହେଲେ ତା ଭଉଣୀ ଆଖିର ଲୁହ କୁ ସେ କେବେ ସହି ପାରେନା... @D_BbL 💕

Submitted on 25 Sep, 2019 at 04:04 AM

,, ଭରସା ଆଉ ବିଶ୍ବାସ କରିବା ଭଲ କଥା... ହେଲେ ଅନ୍ୟ ମାନଙ୍କ ଉପରେ ନୁହଁ ନିଜ ଉପରେ କଲେ ଭଲ... @D_BbL 💕 @D_BbL 💕

Submitted on 23 Sep, 2019 at 04:26 AM

,, ଧିରେ ଧିରେ ବହୁତ୍ କିଛି ବଦଳି ଯାଏ .. ଲୋକମାନେ,ସମ୍ପର୍କ, ଆଉ ବେଳେ ବେଳେ ଆମେ ନିଜେ ବି... @D_BbL 💕

Submitted on 22 Sep, 2019 at 03:48 AM

👇 ସତ୍ୟ ପଥରେ ଚାଲୁଥିବା ଲୋକ ବହୁତ୍ ଅସୁବିଧା ର ସମ୍ମୁଖୀନ କରିପାରେ ସତ.. ହେଲେ ପରାଜୟ କେବେ ହୋଇପାରେନା... @D_BbL 💕

Submitted on 21 Sep, 2019 at 12:41 PM

💕 ମୁଁ ଅପେକ୍ଷା କରିଛି ସେଇଦିନ କୁ... ଯେଉଁଦିନ ମୋ DP ରେ ତୋର ଆଉ ମୋର ଫଟୋ 📸 ଥିବ... @D_BbL 💕

Submitted on 21 Sep, 2019 at 03:56 AM

,, କଣ୍ଟା ର ପଥ ବି ଫୁଲ ପଥ ହୋଇଯାଏ.. ଯଦି ଜଣେ ଗୁରୁଙ୍କର 🙏 ଆଶୀର୍ବାଦ ଆମ ଉପରେ ଥାଏ... @D_BbL 💕

Submitted on 20 Sep, 2019 at 13:54 PM

,, ତୁ ମୋ ମେସେଜ୍ ର reply ଲେଟ୍ ରେ ଦଉଛୁ ତଥାପି I Love You.. ତୁ ମୋ ଫୋନ 📱 ର ଉତ୍ତର ଦଉନାହୁଁ ତଥାପି I Love You.. ତୁ ଯାହା ବି କର ନା କାହିଁକି I Love You I Love You...

Submitted on 20 Sep, 2019 at 02:38 AM

,, ସମୟ ଠୁ ଅଧିକ ସମୟ କାହାକୁ ଦିଅନ୍ତୁ ନାହିଁ ... କାହିଁକି ନା ଆଜି ଆପଣ ଯାହାକୁ ସମୟ ଦେଉଛନ୍ତି, ହେଇପାରେ କାଲି ତା ପାଖରେ ଆପଣଙ୍କ ପାଇଁ ଟିକେ ସମୟ ନଥିବ...

Submitted on 19 Sep, 2019 at 14:48 PM

,, ଜିବନରେ ଯଦି କିଛି ପାଇବା ପାଇଁ ଆଶା କରୁଛନ୍ତି, ପ୍ରଥମେ ଗୁରୁ 🙏 ଙ୍କୁ ସମ୍ମାନ ଦେଇ ଶିଖନ୍ତୁ.. କାହିଁକି ନା କେବଳ ଜଣେ ଗୁରୁ ହିଁ ଅନ୍ଧକାର ଜିବନରେ ଆଲୋକ ଭରି ଦିଅନ୍ତି..

Submitted on 19 Sep, 2019 at 09:54 AM

,, ସ୍ୱାର୍ଥପର ଦୁନିଆରେ ବେଳେବେଳେ ନିଜକୁ ଗୋଟେ କଥା ପଚାରିବାକୁ ଇଚ୍ଛା ହୁଏ... ସତରେ କଣ ଆମକୁ କେହି ଜଣେ ତା ଜୀବନଠୁ ଅଧିକ ଭଲ ପାଉଥିବ?

Submitted on 18 Sep, 2019 at 18:32 PM

'' କର୍ମ ଏମିତି କରନ୍ତୁ ଯେମିତି ଆପଣଙ୍କ ପିତା ମାତା ଠାକୁରଙ୍କ ପାଖରେ ପ୍ରାର୍ଥନା 🙏 କରିବେ, ସବୁ ଜନ୍ମ ରେ ଆମକୁ ଏଇ ଭଳି ପୁଅ ଝିଅ ମିଳନ୍ତୁ...

Submitted on 18 Sep, 2019 at 12:23 PM

'' ବେଳେବେଳେ ମଣିଷ ଚିହ୍ନିବାରେ ଆମେ ଏତେ ଭୁଲ୍ କରୁ... ହୀରା ପରି ଦିଶୁଥିବା କାଚକୁ ଆପଣେଇ ନେଉ ଅଥଚ, ଆମ ପାଖରେ ଥିବା ଅସଲି ହୀରାକୁ ଆମେ ଦୁରେଇ ଦେଉ!!!

Submitted on 18 Sep, 2019 at 02:35 AM

,, ସବୁବେଳେ ଚେଷ୍ଟା କରନ୍ତୁ ଆଇନା ଟିଏ ହେବା ପାଇଁ, ଯିଏ ଭାଙ୍ଗିଗଲା ପରେ ବି ମିଛ କୁହେନାହିଁ ...

Submitted on 17 Sep, 2019 at 15:42 PM

,, ସ୍ୱପ୍ନ ଆଉ କାଚ ଦୁହେଁ ଠିକ୍ ଏକାଭଳି... କାଚ ଥରେ ଭାଙ୍ଗିଗଲେ ଆଉ ଯୋଡି ହୁଏନି, ଠିକ୍ ସେମିତି ସ୍ୱପ୍ନ ଥରେ ଭାଙ୍ଗି ଗଲେ ଆଉ ସେ ସ୍ୱପ୍ନ କେବେ ଦେଖି ହୁଏନାହିଁ ...


Feed

Library

Write

Notification

Profile