BIPLAB PADHAN
Literary Lieutenant
6
Posts
25
Followers
1
Following

ମୋତେ ଜନ୍ମ ଦେଇଥିବା ମୋ ପିତା ମାତା ଙ୍କୁ ମୋର ପ୍ରଣାମ ।

Share with friends
Earned badges
See all

ନିଃଶବ୍ଦ କୋଠରୀରେ ରୁ ଶୁଣେ ମୁ ତୋର ଗୁଣୁଗୁଣୁ କଥା ଲାଗେ ସତେ ଏଇ ତ , କିନ୍ତୁ ସେ ପାଟିର କଥା ନୁହେଁ ଆଖିର ଭାଷା ।

ପ୍ରକୃତରେ ଯାହାକୁ ହୃଦୟର ସହ ବିଶ୍ୱାସ କରୁ, ସେ ହିଁ ଆମକୁ ବିଶ୍ୱାସ ଘାତକତା କରି ଥାଏ ।

ପ୍ରେମ କଣ ? ପ୍ରେମ ହେଉଛି ଏପରି ଏକ ଜିନିଷ, ଯାହାର ସ୍ପର୍ଶ ରେ , ଯାହାର ଶ୍ରବଣ ରେ, ଯାହାର ଦର୍ଶନରେ ହୃଦୟ ଦ୍ରାବିଭୁତ ହୁଏ ।।

ଯେ କୌଣସି ମଣିଷ ସମସ୍ୟା ରେ ବିଚଳିତ ହୋଇ ନିଜର ଧର୍ଯ୍ୟ ଶକ୍ତି କୁ ହରାଇ ବସିଥାଏ ।ମାତ୍ର ସେ ଜାଣି ନାହିଁ ସମସ୍ୟା ର ସମାଧାନ ହିଁ ମଣିଷ ।


Feed

Library

Write

Notification
Profile