Abhinaba Pattniak
Literary Captain
AUTHOR OF THE YEAR 2021 - NOMINEE

55
Posts
27
Followers
3
Following

I'm Abhinaba and I love to read StoryMirror contents.

Share with friends
Earned badges
See all

ନବଧା ଭକ୍ତି ନବ ରସେ ନବ ଶକ୍ତି ଆସେ ,ଗୁରୁଜନ ଭକ୍ତି ବଳେ ଲଭିବ ସକଳ ଉକ୍ତି ।

ହୃଦେ ପଦକମଳ ଧ୍ୟାୟୀ ମନେ ରଖ ଭକ୍ତି ଭାବ, ତେବେ ସିନା ପାଇବୁ ଭଗବାନଙ୍କ ସଙ୍ଗ ଭା ବ ।

ହୃଦେ ପଦକମଳ ଧ୍ୟାୟୀ ମନେ ରଖ ଭକ୍ତି ଭାବ, ତେବେ ସିନା ପାଇବୁ ଭଗବାନଙ୍କ ସଙ୍ଗ ଭାବ ।

ଜଳ ଯାନ ଜୀବନ ଖଗ ଦେଖି ଅମୃତ ସମାନ ଚଳଇ ନିଜ ଜୀବ ଧରି ଜଳ ଯାନ ।

ଓଁ ,ଶ୍ରୀରାମ, ଭଗବାନ ,ବିଷ୍ଣୁ ,ବାମନ, କୃଷ୍ଣ ଚ ନାରାୟଣ,ତୁମକୁ ସୁମରି ଧ୍ରୁବ ନର ପାଆନ୍ତି ଅଳକା ସୁଖ ।

ଅତୁଳିତ ବଳଶାଳୀ ଲଙ୍କା ଦହନ କାରକ ,ମୋ ପରେ କୃପା କର ରଘୁନାୟକ ।


Feed

Library

Write

Notification
Profile