ମାଲିକ ସ୍ବଂୟ ଜଗତର
ତୁମ ନିର୍ଦ୍ଦେଶ ରେ ଗଛର ପତ୍ର ବି ହୁଏ ସ୍ଥିର l
ବ୍ୟକ୍ତି ବାଦ ଯଦି ଉଚ୍ଚ ଚିନ୍ତାଧାରା ଯୁକ୍ତ ହୋଇଥାଏ
ତାହେଲେ ସାମାଜ ର ମଙ୍ଗଳ କାମନା ହୋଇ ଥାଏ l
ନୂତନ ବର୍ଷ ଆଣି ଦେଉ ସୁଖ ସମୃଦ୍ଧି
ଐଶ୍ଚଯ୍ୟ ବିକାଶ ସତ୍ୟ ଶାନ୍ତି ପ୍ରୀତି
ଦୂର ହେଉ ରୋଗ ବ୍ୟାଧି ମହାମାରୀ
ଦୁଃଖ ଶୋକ କଷ୍ଟ ଯାଉ ସରି l
ସ୍ନାତକ ଶିକ୍ଷା ଶିକ୍ଷା କୁ ଉନ୍ମୁକ୍ତ କରେ
ଆହୁରି ତର୍ଜମା କରେ
ଜୀବନରେ ସଫଳତା ଆଣି ଦିଏ l
ନିରାକାର ସର୍ବ ଶକ୍ତି ମାନ
ସ଼୍ଙୃଷ୍ଟି ସର୍ଜନା ଶ୍ରେଷ୍ଠ କର୍ତ୍ତା
ଦିଗନ୍ତ ବିସ୍ତାରୀ ସର୍ବ ନିୟନ୍ତା ଇଶ୍ଵର l
କ୍ରୋଧ ଜୀବନ କୁ ତଳି ତଳାନ୍ତ କରି ଦିଏ l
ମନେ ପଡେ ସାଥୀ ମେଳେ
ତୁ ରାଜା ମୁଁ ରାଣୀ
ବାହା ଘର ଭୋଜି ଭାତ
ସବାରୀ ରେ ବସି ଶାଶୁ ଘର
କି ସୁନ୍ଦର ତୋ ରାଜା ବେଶ
ଟିପି ଟିପି ଚନ୍ଦନ....
ପୃଥିବୀ ଆମରି ମା
ତା ସ୍ନେହ ର ନାହିଁ ଉପମା
ସଭି ଙ୍କୁ ପାଳେ ଅତି ଆଦରେ
ତା ସମ ଆଉ କେହି ନାହିଁ ରେ l
ଜୀବନ ଟା ଏକ ଥିଏଟର
ଆମେ ସବୁ ଆକ୍ଟର୍ I