Sudipta Behera
Literary Colonel
127
পোস্ট্স
56
অনুসরণ
1
ফলোয়িং

I'm Sudipta and I love to read StoryMirror contents.

বন্ধুদের সাথে ভাগাভাগি করা
Earned badges
See all

ମାଲିକ ସ୍ବଂୟ ଜଗତର ତୁମ ନିର୍ଦ୍ଦେଶ ରେ ଗଛର ପତ୍ର ବି ହୁଏ ସ୍ଥିର l

ବ୍ୟକ୍ତି ବାଦ ଯଦି ଉଚ୍ଚ ଚିନ୍ତାଧାରା ଯୁକ୍ତ ହୋଇଥାଏ ତାହେଲେ ସାମାଜ ର ମଙ୍ଗଳ କାମନା ହୋଇ ଥାଏ l

ନୂତନ ବର୍ଷ ଆଣି ଦେଉ ସୁଖ ସମୃଦ୍ଧି ଐଶ୍ଚଯ୍ୟ ବିକାଶ ସତ୍ୟ ଶାନ୍ତି ପ୍ରୀତି ଦୂର ହେଉ ରୋଗ ବ୍ୟାଧି ମହାମାରୀ ଦୁଃଖ ଶୋକ କଷ୍ଟ ଯାଉ ସରି l

ସ୍ନାତକ ଶିକ୍ଷା ଶିକ୍ଷା କୁ ଉନ୍ମୁକ୍ତ କରେ ଆହୁରି ତର୍ଜମା କରେ ଜୀବନରେ ସଫଳତା ଆଣି ଦିଏ l

ନିରାକାର ସର୍ବ ଶକ୍ତି ମାନ ସ଼୍ଙୃଷ୍ଟି ସର୍ଜନା ଶ୍ରେଷ୍ଠ କର୍ତ୍ତା ଦିଗନ୍ତ ବିସ୍ତାରୀ ସର୍ବ ନିୟନ୍ତା ଇଶ୍ଵର l

କ୍ରୋଧ ଜୀବନ କୁ ତଳି ତଳାନ୍ତ କରି ଦିଏ l

ମନେ ପଡେ ସାଥୀ ମେଳେ ତୁ ରାଜା ମୁଁ ରାଣୀ ବାହା ଘର ଭୋଜି ଭାତ ସବାରୀ ରେ ବସି ଶାଶୁ ଘର କି ସୁନ୍ଦର ତୋ ରାଜା ବେଶ ଟିପି ଟିପି ଚନ୍ଦନ....

ପୃଥିବୀ ଆମରି ମା ତା ସ୍ନେହ ର ନାହିଁ ଉପମା ସଭି ଙ୍କୁ ପାଳେ ଅତି ଆଦରେ ତା ସମ ଆଉ କେହି ନାହିଁ ରେ l

ଜୀବନ ଟା ଏକ ଥିଏଟର ଆମେ ସବୁ ଆକ୍ଟର୍ I


ফিড

লাইব্রেরি

লিখুন

প্রজ্ঞাপন
প্রোফাইল