I'm bebismita and I love to read StoryMirror contents.
Share with friends
ହୃଦୟର ଶୂନ୍ୟତାକୁ ବୁଝିପାର ତୁମେ, ଆଖିର ଶୁଷ୍କତାକୁ ପଢିପାର ତୁମେ, ପାଖରେ ନଥାଇ ଛାଇପରି ମୋର ଚାଲୁଥାଅ ପ୍ରତିଖ୍ୟଣେ.......
ସ୍ବପ୍ନ ଥିଲା ଅନେକ ନିଦ ନଥିଲା ରାତି ଥିଲା ଅନେକ ସାଥୀ ନଥିଲା ପ୍ରଶ୍ନ ଥିଲା ଅନେକ ଉତ୍ତର ନଥିଲା ଧିରେ ଧିରେ ଏବେ କିଛି କିଛି ମିଳିଗଲା...