Akshaya kumar Rout
Literary Captain
44
పోస్ట్లు
38
అనుచరులు
3
అనుసరిస్తున్నారు

ସମାଲୋଚନା,ଗଳ୍ପ,କବିତା,ଓ ଯାତ୍ରା ସ୍କ୍ରିପ୍ଟ

స్నేహితులతో పంచుకోండి
Earned badges
See all

ଅନୁକମ୍ପା ଓ ସାହାଯ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ ଯାହାଦ୍ୱାରା ବ୍ୟକ୍ତିର ସତ୍ୟନିଷ୍ଠା ଉପରେ ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ ତଥା ବ୍ୟକ୍ତି ନିଜେ ଅନୁକମ୍ପା ଗ୍ରହଣ କରିଥିବା ବ୍ୟକ୍ତିପ୍ରତି କୌଣସି ନିଷ୍ପତି ନେବା ପୂର୍ବରୁ ଦ୍ଵନ୍ଦର ସମ୍ମୁଖୀନ ହୋଇଥାଏ l

କୌଣସି ବ୍ୟକ୍ତିର ଦାରିଦ୍ରତାକୁ ଅନୁମାନ କରାଯାଇ ପାରେ ପରନ୍ତୁ ଆକଳନ ନୁହେଁ l ଅନୁଭବୀହିଁ ଜାଣେ ଦାରିଦ୍ର୍ୟତାର ଜ୍ୱାଳା କେଡେ ଭୟାବହ l

ମହାଭାରତ ଯୁଦ୍ଧ -ଧର୍ମର ସ୍ଥାପନା ପାଇଁ ଅଧର୍ମର ସାହାରା, ସତ୍ୟର ସ୍ଥାପନା ପାଇଁ ଛଳନାର ସାହାରା ମୃତ୍ୟର ବିଭୀଷିକା ମଧ୍ୟରେ ନୂତନ ଜୀବନର ସୃଜନ ନବନିର୍ମାଣ ପାଇଁ ଵିଧ୍ଵଂଶର ସାହାରା ଏହାହିଁ ମହାଭାରତ, ଅର୍ଥାତ ଧର୍ମ ଓ ସତ୍ୟର ସ୍ଥାପନା ପାଇଁ ଅଧର୍ମ ଏବଂ ଛଳନାର ସାହାଯ୍ୟ ନେବା ଅନୈତିକ ନୁହେଁ l

ପ୍ରେମ... ଅନ୍ଧ ନା ଦେଖେ ଜାତି, ଧର୍ମ, ବର୍ଣ୍ଣ, ଶତ୍ରୁ, ମିତ୍ର ଶିକ୍ଷିତ, ଅଶିକ୍ଷିତ ଧନୀ, ଗରିବ ନା ଅପରାଧୀ ପ୍ରେମ ବିଶ୍ୱାସ ଜଗାଏ, ପ୍ରେରଣା ଦିଏ ଅପରାଧୀକୁ ବି ଭଲ ମଣିଷ କରିଦିଏ ପ୍ରେମରେ ଅବିଶ୍ୱାସ ଏବଂ ଛଳନା, ଭଲ ବ୍ୟକ୍ତିକୁ ମଧ୍ଯ ଅପରାଧୀ କରିଦିଏ l ପ୍ରେମ କେଵଳ ସମ୍ପର୍କ, ତ୍ୟାଗ ଓ ବିଶ୍ୱାସର ଏକ ଦୃଢ଼ ବନ୍ଧନ l


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్