Sujat Kumar Sahoo
Literary Colonel
61
పోస్ట్లు
169
అనుచరులు
26
అనుసరిస్తున్నారు

ଆଧ୍ୟାତ୍ମିକ ଏବଂ ସାମାଜିକ ଲେଖା ପ୍ରତି ପୂର୍ଣ୍ଣ ସମର୍ପିତ

స్నేహితులతో పంచుకోండి
Earned badges
See all

ସମତଳ ନୁହେଁ ଜୀବନର ଚଲାପଥ ଚାଲିବାକୁ ହୁଏ ଅହରହ । ଖାଲ-ଢ଼ିପ ପରେ ଚାଲି ଶିଖିଗଲେ ସୁଗମ ହୁଅଇ ନକରି ବିରହ ।

ଧନଲକ୍ଷ୍ମୀ ଉଦ୍ଯୋଗି ପୁରୁଷକୁ ତ୍ୟାଗ କରି ପାରନ୍ତି, କିନ୍ତୁ ବିଦ୍ୟାବନ୍ତ ପୁରୁଷକୁ ବିଦ୍ୟା କଦାପି ତ୍ୟାଗ କରି ପାରନ୍ତି ନାହିଁ ।

ଖାଦ୍ୟ ଆତ୍ମ ତୃପ୍ତି ନିମନ୍ତେ ନୁହେଁ ବରଂ ଶରୀର ପୃଷ୍ଟି ନିମନ୍ତେ ଆବଶ୍ୟକ

ଧନ ଥିବା ବ୍ୟକ୍ତି ଧନୀ ତ ନୁହଁଇ ଧନ ଯେବେ ବାଣ୍ଟି ନାହିଁ । ଧନ ନ ଥାଇ ଯେ ଧନ କୁ ବାଣ୍ଟଇ ଧନୀ ଏକା ଅଟେ ସେହି ।

ପର ଉପକାର କରିଲେ ଯେଉଁ ଆନନ୍ଦ ମିଳେ ସେହି ଆନନ୍ଦର ଉପମା ନାହିଁ କାହା କବଳେ

ବ୍ୟବହାର ସୁନ୍ଦର ହେଲେ, ଭାବନା ସୁନ୍ଦର ହୋଇଥାଏ । ଭାବନା ସୁନ୍ଦର ଥିଲେ ସବୁଠାରୁ ଆଦର ମିଳିଥାଏ ।

ଜୀବନ ଖୁସିର ନୁହେଁ, ଜୀବନ ଯନ୍ତ୍ରଣା ମୟ ତେଣୁ ଯନ୍ତ୍ରଣା ରେ ଦୁଃଖି ହୁଅନ୍ତୁ ନାହିଁ କି ଖୁସିରେ ଆତ୍ମହରା ହୁଅନ୍ତୁ ନାହିଁ ।


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్