@jitendra-kumar-konhar

JITENDRA KUMAR KONHAR
Literary Brigadier
58
Posts
156
Followers
11
Following

At-Kaladi(phulbani) primary teacher since 2011 started poem writing during college period and story since in the year 2017... ଲେଖିବା ମୋର ବହୁତ ପସନ୍ଦ

Share with friends

ଆପଣାର ମଣିଷଟିଏ ଯେମିତି ହାତ ଛାଡ଼ି ବହୁତ ଦୂରକୁ ଚାଲିଯାଇ ପାରେ ତା’ ସ୍ମୃତିରୁ ଦୁରେଇ ଯିବାର ବି ସେମିତି କିଛି ରାସ୍ତା ଥାନ୍ତାକି ଆଖି କିଛି ଲୁହରୁ ଆଉ ମନ କିଛି କଷ୍ଟରୁ ମୁକ୍ତି ପାଇ ଯାଇଥାନ୍ତେ...

ସବୁକିଛି ଠିକ୍ ଥିଲେ ବି ସ୍ୱାସ୍ଥ୍ୟ ଯଦି ଠିକ୍ ନାହିଁ ତାହେଲେ ଆମର ଅନେକ ସଫଳତାରେ ତାହା ବାଧକ ସାଜିପାରେ...

ପୁସ୍ତକ ଜ୍ଞାନ କେବଳ ଯଥେଷ୍ଟ ନୁହେଁ ପୁସ୍ତକ ଜ୍ଞାନ ସହ ଯଦି ଅଭିଜ୍ଞତାର ଜ୍ଞାନ ମିଶ୍ରଣ ହୋଇ ଯାଏନା ତେବେ ତାହା ସମ୍ପୂର୍ଣ୍ଣ ଜ୍ଞାନରେ ପରିଣତ ହୋଇଥାଏ

ଅନୁଭୂତି ଅନେକ ସମସ୍ୟାର ସମାଧାନର କାରଣ ହୋଇଯାଏ ଆଉ ବେଳେ ବେଳେ ଅନେକ ବିପଦରୁ ରକ୍ଷା କରିଥାଏ

ଯାହା ଉପରେ କ୍ରୋଧ କରିବ ତା'ର କିଛି କ୍ଷତି ହେଉ ଅବା ନ ହେଉ କିନ୍ତୁ ଯିଏ କ୍ରୋଧ କରେ ତା'ର ବ୍ୟକ୍ତିଗତ ଭାବରେ ନିଶ୍ଚିତ କ୍ଷତି ହୋଇଥାଏ...

ଖରାପ ଅଭ୍ୟାସକୁ ବଦଳେଇବା ପାଇଁ ଦୃଢ଼ ମନୋବଳ ନିଶ୍ଚିତ ଭାବରେ ଆବଶ୍ୟକ ହୋଇଥାଏ...

ଭୟ ହେଉଛି ସେଇ ପାଚେରୀ ଯେଉଁ ପାଚେରୀର ଆର ପାଖରେ ସଫଳତା ତୁମର ଅପେକ୍ଷା କରିଥାଏ...

ବିଫଳତା କେବେବି ଶେଷ ନୁହେଁ

ଥରେ ଥକି ପଡ଼ିଗଲୁ ବୋଲି ଉଠି ଚାଲିବା କେମିତି ତୁ ଭୁଲିଗଲି ଅତି ବିଳମ୍ବ ହୋଇନାହିଁ ପୁଣି ତୁ ଚାଲେ କେହି ତୋ ସାଥିରେ ଆସୁ ଅବା ନ ଆସୁ...


Feed

Library

Write

Notification
Profile