At-Kaladi(phulbani) primary teacher since 2011 started poem writing during college period and story since in the year 2017... ଲେଖିବା ମୋର ବହୁତ ପସନ୍ଦ
Share with friends
ଆପଣାର ମଣିଷଟିଏ ଯେମିତି ହାତ ଛାଡ଼ି ବହୁତ ଦୂରକୁ ଚାଲିଯାଇ ପାରେ ତା’ ସ୍ମୃତିରୁ ଦୁରେଇ ଯିବାର ବି ସେମିତି କିଛି ରାସ୍ତା ଥାନ୍ତାକି ଆଖି କିଛି ଲୁହରୁ ଆଉ ମନ କିଛି କଷ୍ଟରୁ ମୁକ୍ତି ପାଇ ଯାଇଥାନ୍ତେ...
ପୁସ୍ତକ ଜ୍ଞାନ କେବଳ ଯଥେଷ୍ଟ ନୁହେଁ ପୁସ୍ତକ ଜ୍ଞାନ ସହ ଯଦି ଅଭିଜ୍ଞତାର ଜ୍ଞାନ ମିଶ୍ରଣ ହୋଇ ଯାଏନା ତେବେ ତାହା ସମ୍ପୂର୍ଣ୍ଣ ଜ୍ଞାନରେ ପରିଣତ ହୋଇଥାଏ
ଯାହା ଉପରେ କ୍ରୋଧ କରିବ ତା'ର କିଛି କ୍ଷତି ହେଉ ଅବା ନ ହେଉ କିନ୍ତୁ ଯିଏ କ୍ରୋଧ କରେ ତା'ର ବ୍ୟକ୍ତିଗତ ଭାବରେ ନିଶ୍ଚିତ କ୍ଷତି ହୋଇଥାଏ...