ଗପ+କବିତା...
Share with friends
୭୧-ଶୁଣଲଣି ବାହାରେ ଅଝଟିଆ ବର୍ଷାର ନୁପୁରର ସ୍ବର... ୬୨-ହଁ,ସେଇଠୁ କ'ଣ ହେଲା ? ୭୧-ଚାଲନା ଟିକେ ବର୍ଷାରେ ଭିଜିବା..ଅତୀତକୁ ମନେ ପକେଇବା... ୬୨-ଥାଉ.. ମୁଁ ଏବେ ଚୁଟି କଲର କରିଛି। ୭୧-😩