କଥା କଥାରେ ବ୍ୟଥା କଥା କହିବାର ଶୈଳୀରେ ସଂସ୍କାର , କଥା ଶୁଣିବାର ଶୈଳୀରେ ବ୍ୟବହାର ଦିଶିଯାଏ । ମୁଁହ ତ କେବଳ ଅଭିନୟ କରିଥାଏ । ଅଳିଆ ଖାଲି ଡଷ୍ଟବିନରେ ନ ଥାଏ , କିଛି ଲୋକଙ୍କ କଥାରେ ଚିନ୍ତାରେ ମନରେ ମଗଜରେ ବି ଥାଏ |
You have a Library and a Garden in your home means you have everything in your courtyard -- knowledge and nature are bountiful here .
Live like a king.. Talk like a speaker.. Walk like a leader .. Laugh like a lover.. Behave like a gentle man.. Treat like a social worker... And be simple and be soft like water...||