kumkum Ray
Literary Lieutenant
9
ಪೋಸ್ಟ್\u200cಗಳು
1
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

I'm kumkum and I love to read StoryMirror contents.

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ନାରୀ ଶିକ୍ଷାର ଉନ୍ନତି, ସାରା ବିଶ୍ବର ପ୍ରଗତି।

ସବୁ ଦୁଃଖ , ଯନ୍ତ୍ରଣା, ଯୁଦ୍ଧ ର ଅବସାନ ହେବ ଶାନ୍ତି ର ଶ୍ୱେତ ପତାକା ଟିଏ ଯଦି ସବୁ ଘରେ ଲହରେଇ ଯିବ।

ଇନ୍ଦ୍ର ଧନୁ ର ବର୍ଣ୍ଣ ଭରି ଯିବ ଜୀବନରେ, ନିଜ ସୁଖ ବିନିମୟେ ଅନ୍ୟ ପାଇଁ କିଛି କରି ଦେଲେ।

କ୍ରୋଧ ର ନ ଥାଏ କେହି ସଖା ସହୋଦର, କ୍ରୋଧ ହିଁ କାଟିଦିଏ ସବୁ ସମ୍ପର୍କର ଡୋର।

ବିଶ୍ୱାସ ଘାତକତା ଠାରୁ ବଡ଼ ପାପ କିଛି ନାହିଁ।

ବାଣ୍ଟିଦେଲେ ସବୁ ସୁଖ ଅନାୟାସେ ଅତିକ୍ରମ କରି ହେବ ସାରା ଦୁଃଖ

ଯୁଦ୍ଧ ର ଅବସାନ , ନୂତନ ଯୁଗର ଶୁଭାରମ୍ଭ।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್