Baijayantimala Rout
Literary Colonel
AUTHOR OF THE YEAR 2019,2021 - NOMINEE

914
Posts
116
Followers
4
Following

I'm Baijayantimala and I love to read StoryMirror contents.

Share with friends
Earned badges
See all

ହୃଦୟରେ ରଖ କ୍ଷମାର ଭାବ, କେବେ ହେବ ନାହିଁ ସ୍ନେହ ଅଭାବ ।

ମା'ର ପଣତ ଏକମାତ୍ର ସ୍ଥାନ ଯହିଁ ମିଳେ ସ୍ବର୍ଗ ବାସ, ଯେତେ ଝଡଝଞ୍ଜା ଆସିଲେ ଜୀବନେ ଭାଙ୍ଗେନା କେବେ ସାହସ ।

ସାଧୁବାଦ ରଖ ନିଜ ମନରେ ଦିନ କଟିଯାଉ ହସ ଖୁସିରେ ।

ମଦ୍ଯପ ଜଣଙ୍କ ମଦ୍ଯପାନ କରି ଚଳାଉଥିଲେ ଯେ ଯାନ , ସମନ୍ବୟ ରକ୍ଷା କରି ପାରିଲେନି ଚାଲିଗଲାଟି ଜୀବନ ।

ମଦ୍ଯପାନ ଅଟେ କୁତ୍ସିତ ଅଭ୍ଯାସ ଦେହକୁ ଜଳାଇ ଦିଏ , ସେହି ଅଭ୍ଯାସକୁ ପରିତ୍ଯାଗ କଲେ ସଂସାର ଆଗେଇ ଯାଏ ।

ଜନ୍ମ ଦିନଟିକୁ ପାଳିବା ଆମେରେ ହସ ଖୁସି ମଜା ନେଇ , ଏହି ଦିନେ ଆମେ ଶପଥ ନେବାରେ ଦୁଃଖ ଦେବାରେ ଲିଭେଇ ।

ଜନମ ଦିନର ଶୁଭକାମନା ମୁଁ ଜଣାଉଛି ଦୂରେ ଥାଇ , ବିଭୁ ପାଦ ତଳେ ଲୟ ରଖି ତୁମେ ଆଗକୁ ଯାଅ ଆଗେଇ ।

ସରଗଠୁ ବଡ ଏଇ ମୋର ଘର ଅଟେ ମୋ ପାଇଁ ମନ୍ଦିର , ମିଳିମିଶି ଯେବେ ରହିଥାଉ ଆମେ ସୁନ୍ଦର ମୋ ପରିବାର ।

ସରଗଠୁ ବଡ ଏଇ ମୋର ଘର ଅଟେ ମୋ ପାଇଁ ମନ୍ଦିର , ମିଳିମିଶି ଯେବେ ରହିଥାଉ ଆମେ ସୁନ୍ଦର ମୋ ପରିବାର ।


Feed

Library

Write

Notification
Profile