Jayanta Janapriya Mahakur
Literary Colonel
AUTHOR OF THE YEAR 2020 - NOMINEE

148
Posts
121
Followers
3
Following

Nothing special

Share with friends
Earned badges
See all

ମଣିଷ କୁ ମାରି ମଣିଷ ସେଦିନ ଧର୍ମର ଜ୍ଞାନ ଦେଉଥିଲା ଏପରି ଏକ ଦୃଶ୍ୟ ଦେଖି ଭଗବାନ ବି କ୍ଷୋଭ ରେ କାନ୍ଦିଥିଲା ।

To like one language does not mean to hate other languages.

लेखक गण कृपया ध्यान दीजिए । आपके जाति भाई (Story Writer) बॉलीवुड में विलुप्त होते जा रहे हैं। इसीलिए आप सभी से निवेदन है की कहानी आधारित सिनेमा देखिए और अपने जाति भाइयों को विलुप्त होने से बचा लीजिए। धन्यवाद जनहित में जारी

ମୋ ମତରେ ପରିବାର କେତେକ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଘର ନୁହେଁ,ଏହା ମର୍ତ୍ତ୍ୟଲୋକର ସ୍ୱର୍ଗ ଅଟେ।

दिवाली के शोर-शराबे में आज फिर एक बार एक भूखा बच्चा का आवाज कहीं खो गया......

ସ୍କୁଲ କୁ ଗଲେ I - card, ସିନେମା ହଲ୍ ଗଲେ ଟିକେଟ, ଠିକ୍ ସେପରି ବସ୍ ରେ ରୁମାଲ ବହୁତ ଜରୁରୀ।ଆପଣ ବହୁତ ଆରାମ୍ ରେ ବସିଥିବେ ବସ୍ ରେ ଠିକ୍ ସେତେବେଳେ ଜଣେ ଆସିବ ଓ କହିବ ଭାଇ ସେଟା ମୋର ସିଟ୍ ଦେଖନ୍ତୁ ସିଟ୍ ତଳେ ମୋର ରୁମାଲ୍ ଅଛି।😏😏

ସମସ୍ତେ ଫୋନରେ ବ୍ୟସ୍ତ।ମାନେ ଆଉ କିଛି ପିଢ଼ି ପରେ ମନୁଷ୍ୟ ମାନଙ୍କ ବିଭେଦାୟନ ହେବ ଓ ସମସ୍ତେ ଆଙ୍ଗୁଠି ରେ କଥା ହେବେ।ପାଟି ଏକ ଅବଶେଷାଙ୍ଗ ରହିଯିବ।

जिस तरह से लोग आजकल WhatsApp🤳 use कर रहे हैं,😃😃 मुझे लगता है कुछ दिनों के बाद मुंह🗣️ appendix बन जाएगा, 🤐 फिर होगा evolution और लोग उंगलियों🤞 से बात करना शुरू कर देंगे। 😌😌

The world has become worse. . . . Maybe we have become worse.


Feed

Library

Write

Notification
Profile