କଳମ ର ଅକୁହା କଥା
ବର୍ଣ୍ଣହୀନ ରକ୍ତ ଆଜି ଧାର ଧାର ହୋଇ ଝରିଗଲା କିଛି ଇଚ୍ଛା ଆଜି ପୁଣି ରକ୍ତ ର ଉଷ୍ଣତା ସହି ନ ପାରି ହୃଦୟ ରେ ହିଁ ମିଶିଗଲା..... ଜୀବନ ଇନ୍ଦ୍ରଧନୁ ର ଆଜି ସବୁ ରଂଗ ଫିକା ପଡ଼ିଗଲା କିଏ ବୁଝି ପାରୁ ଅବା ନ ପାରୁ ମୁଣ୍ଡ ତଳେ ଥିବା ତକିଆ ଓଦା ହୋଇ ସବୁ ବୁଝିଗଲା......।।