A teacher and a poet. Age 59+ M. A., (Pol. Sc.) B. Ed.
ମୋତେ ଆଦୌ ନ ଥିଲା ଜଣା ତୁମେ ଦିନେ ଦେବ ବୋଲି ପ୍ରତାରଣା, ଏବେ ବଦଳି ଗଲା ମୋର ଧାରଣା ତୁମେ ଥିଲ ମରୁର ମରୀଚିକା କରିଥିଲ ମୋତେ ବାଟବଣା।