ଅନାବନା ଭାବନାରେ ସ୍ମାରକୀ ହିଁ ତୁମେ
କଜ୍ଵଳ ଆଖିରେ ମଖେଇ ଦେବି ଗୋ
ସଜେଇ କାବ୍ୟ ନାୟିକା
ଶବ୍ଦରେ ଶବ୍ଦରେ ନିଜର କରିବି
ତୁମେ ମୋ. ଶବ୍ଦ ପ୍ରେମିକା
ଲୁହ ନୁହେଁ ଜୀବନ ବଂଚିବାରେ ଥାଏ ପ୍ରେମର ମହତ୍ତ୍ୱ
ସ୍ପନ୍ଦନ ହଳାଏ ତୁମରି ଭବନା
ତୁମେ କର ଆନମନା
ଦୁରେଇ ରହିଛ କିପାଇଁ ସଜନୀ
ଜଣିକି ତୁମେ ଅଜଣା
ଲୁହ ମାପିଚାଲିଛି ଜୀବନର ଅନ୍ତିମ ସ୍ୱର..
ଚେନାଏ ହସକୁ କେତେ ଲୁଚେଇ ରଖିବୁ
ଲୁହର ଶ୍ରାବଣ ବି ତାକୁ ଦିନେ ଭିଜେଇ ଦେବା ନିଶ୍ଚିତ