ପ୍ରତ୍ୟେକ ଅନୁଭୂତି ଏକ ଗଳ୍ପ। ବାସ୍, ଶବ୍ଦରେ ପ୍ରତିଫଳିତ କରିବା କଥା। ମୁଁ ଲେଖେ ନିଜ ମନକୁ ହାଲକା କରିବା ଲାଗି, କେହି କେହି ତାକୁ ଗଳ୍ପ ବୋଲି ବିବେଚନା କରନ୍ତି।