Shanti Mishra
Literary Colonel
AUTHOR OF THE YEAR 2019 - NOMINEE

167
Posts
210
Followers
0
Following

I'm Shanti and I love to read StoryMirror contents.

Share with friends
Earned badges
See all

ବିଦାୟ ବେଳରେ ତୁମେ ଫେରିବାରେ ଜାଣେନା କାହିଁକି ଅଜସ୍ର ଦୁଖ ହୁଏ l କିନ୍ତୁ ମନ ଉଲ୍ଲସିତ,ପୁଣି ପୁନର୍ବାର ଯେବେ ତୁମ ଆସିବାର ଜାଣି ଯାଏ ll

ନ ହେଉ ବା ସ୍ବଦିନର ମେଘ ଝଡି, ଗତି ପଥ ପରିବର୍ତନ କରେ ନାହିଁ l ତାକୁ ସମ୍ମୁଖୀନ ହୋଇ, ପ୍ରତିରୋଧ ପାଇଂପ୍ରସ୍ତୁତ ହେବା, ଭାଗ୍ୟର ଦ୍ବାହି ନଦେଇ ll

ଦୃଢ଼ ଶକ୍ତି କର୍ମ ବଳେ, ଇଚ୍ଛା କଲେ ଜଗତ ଜିତିବା ସହଜ ପାରିବ ହୋଇ l କିଛି ମିଳିବନି ଖାଲି ସ୍ବପ୍ନ ରାଇଜରେ, ଉଡି ଆଶା କଲେ ନିରବରେ ବସି ରହି ll

ମୋର ମୋର କହି ଆବଶ୍ୟକତା ଠାରୁ ଅଧିକ ନିଅନି ଗୋଟାଇ l କିଛି ଛାଡି ଦିଅ ସମ ଅଧିକାର ଥିବା ଲୋକକଂ ବଂଚିବା ପାଇଂ ll

ଆସିଲେ ଜଗତେ ବନ୍ଚିବାକୁ ହେବ, ସବୁ ଦୁଖ କଷ୍ଟ ସହି l ନିରବେ ଉଠେଇ ଚାଲ ନିଜ ବୋଝ, ପ୍ରତିବାଦ କର ନାହିଁ ll


Feed

Library

Write

Notification
Profile