@pvkm5h6d

Sisir Kumar Samal
Literary Captain
43
Posts
59
Followers
2
Following

କଣ୍ଟିପୁର, ଯାଜପୁର ଫୋନ୍ : ୭୮୯୪୦୬୦୬୬୬ ଇ-ମେଲ୍ : sisirkumarsamal@gmail.com

Share with friends
Earned badges
See all

ସପନରେ ଆଉ ଆସନାହିଁ ସାଥି ଉଜାଗରେ କଟେ ରାତି , ସୁଖ ବଦଳରେ ଦୁଃଖ ଉପହାର ଦିଅ ନାହିଁ ଆଉ ସାଥୀ ।। କେମିତି ଭୁଲିବି ଅତୀତର ସ୍ମୃତି ପଡ଼ୁଥାଏ ଯେବେ ମନେ , ତୁମର ସେ ମୁଖ, ଲାଜ ମିଶା ହସ ଫେରିବନି ଏ ଜୀବନେ ।। ଅସହ୍ୟ ହେଲାଣି ବିଚ୍ଛେଦ ଜ୍ବଳନ କର କାହିଁ ଅଭିମାନ, ଫେରିଆସ ସାଥୀ ଜୀବନେ ମୋହର ରଖ ପ୍ରେମିକର ମନ ।।

କାହିଁକି ବିଧାତା ଲେଖିଛୁ ଏକଥା ପ୍ରେମ ଯେ ଅଟେ ମହାନ , ଦେଖିଯାଅ ଥରେ ଏଇ ପୃଥିବୀ ରେ ପ୍ରେମିକଟେ ବଦନାମ ।। ✍️Sisir_Kumar...

କେମିତି କହିବି ନୀରବ ଆଜି ମୁଁ ପାଉ ନାହିଁ କିଛି ଶବ୍ଦ, ତୁମ ପ୍ରେମ ରାଣେ ବନ୍ଦନୀ ଆଜି ମୁଁ ଶ୍ବାସ ମୋ ହେଲାଣି ଊଦ୍ଧ ।। ଫେରିବା ବାଟକୁ କରିଛି ଅପେକ୍ଷା ଲେଉଟି ଆସ ଗୋ ସାଥି , ବିଚ୍ଛେଦ ର ଦୁଃଖ ସହି ହେଉନାହିଁ ଉଜାଗରେ କଟେ ରାତି ।। @Sisir_kumar.

ଜଗତର କର୍ତା ଵିଶ୍ବର ବିଧାତା ‍‍‍‍ ଗଢିଛି ଏହି ସଂସାର, ପ୍ରକୃତି ମାନବ ପଶୁପକ୍ଷୀ ପୁଣି ‍‍‍‍‍ସଂସାର ଭିତରେ ସାର

ଜଗତର କର୍ତା ଵିଶ୍ବର ବିଧାତା ‍‍‍‍ ଗଢିଛି ଏହି ସଂସାର, ପ୍ରକୃତି ମାନବ ପଶୁପକ୍ଷୀ ପୁଣି ‍‍‍‍‍ସଂସାର ଭିତରେ ସାର

ଜୀବନରୁ ଯଦି ଲିଭାଇ ପାରନ୍ତି ଅତୀତର ସଵୁ ସ୍ମୃତି, ତୁମକଥା ଭାଵି ଏକାନ୍ତରେ ବସି ଲୁହ ଗଡାନ୍ତିନି ନିତି ।। @Sisir_kumar.....

ଦେଖିଛ କି କେହି ଦେଖିଛ କି, ବିଶ୍ଵାସ ଭାଙ୍ଗିଲେ କେତେ ଯେ ଯନ୍ତ୍ରଣା କେହି କେବେ ତୁମେ ଵୁଝିଛ କି? ଶୁଣିଛ କି କେହି ଶୁଣିଛ କି, ଲୁହ ହୋଇ କେତେ ଲହୁ ଯେ ବହୁଛି କେହି କେବେ କିଛି ବୁଝିଛ କି ? .... @Sisir_Kumar

ଜିଇଁବା ଆଶାରେ ଵିଷ ମୁଁ ପିଉଛି, ଭୁଲିଯିଵା ଲାଗି ସ୍ମୃତି, ନିଶା ଖସିଗଲେ ସ୍ମୃତି ଆସି ଯାଏ ଲୁହରେ କଟେ ମୋ ରାତି ... @Sisir_kumar

କପାଳରେ ନାହିଁ ପ୍ରେମର ବରଷା ତଥାପି ମୁଁ ଝୁରୁଥାଏ, ବିରହ ଜ୍ବାଳାରେ ଜଳିଜଳି ମୁହିଁ ପ୍ରେମ ପାଇଁ ମରୁଥାଏ... @Sisir_Kumar


Feed

Library

Write

Notification
Profile