I'm Kisan Kumar and I love to read StoryMirror contents.
ମଣିଷ ନୁହଁ ଭାଇ ମଣିଷ ଶରୀର ଦେଖାଯାଏ ତାହା ସିନା ମଣିଷ ଶରୀର ମଣିଷ ହୁଏନି ତାହା ମଣିଷତ୍ବ ବିନା || (କବିତା - ସ୍ୱାର୍ଥପର )
ମଣିଷ ଆଜି ମଣିଷ ଖୋଜୁଛି ଦିନରେ ଲଣ୍ଠନ ଧରି ହାଡ଼, ରକ୍ତ, ମାଂସ ପାହାଡ଼ ଗଦାରେ ପାରୁନି ମାନବ ଗନ୍ଧ ବାରୀ ll କିସାନ କୁମାର