Harapriya Nayak
Literary Colonel
AUTHOR OF THE YEAR 2021 - NOMINEE

18
Posts
1
Followers
0
Following

...Difficult roads Often lead to Beautiful Destination...

Share with friends

ଜୀବନର ଚଲାପଥରେ ଅନେକ କଣ୍ଟା ଅଛି। କିନ୍ତୁ ଏଇ କଣ୍ଟା ଭିତରେ ଦିନେ ଫୁଲ ବି ଫୁଟିବ ,ଆଉ ଜୀବନ ମଧୁମୟ ବି ହେବ। ସେଥିପାଇଁ ବାସ୍ କିଛି ସମୟ ଆଉ ଟିକେ ଧର୍ଯ୍ୟ ଦରକାର। 😊

Meri Ek dost ne puchha tha ki tumhari jyada kreeb Insan ya Cheez koun or Kya He? Main kaha ki Meri jyada Kareeb Meri Dil he.. Kiyun ki Woh Sabse pahle Meri Her Batain Sunta he, Mujhe Samjhta he, kuchh galat karne se pahle mujhe tokta he. Iss liye Meri dil hi meri jyada Kareeb he.. ❤

🌹ନୀରବ ପ୍ରେମ🌹 👩ଦେଖେଇ ହବା ପ୍ରେମ ଠାରୁ ନୀରବ ପ୍ରେମ ବହୁତ ସୁନ୍ଦର। ନୀରବ ପ୍ରେମର ପରିଭାଷା ବୁଝିବାକୁ ସମୟ ଲାଗେ କିନ୍ତୁ ସେ ପ୍ରେମକୁ ବୁଝି ଅନୁଭବ କଲାପରେ ସବୁକିଛି ନୁଆ ନୁଆ ଲାଗେ। ଆଉ ମନର ମଣିଷଟା ପୂର୍ବ ଅପେକ୍ଷା ଅଧିକ ନିଜର ନିଜର ଲାଗେ।🧑 👫

Feed

Library

Write

Notification
Profile