ସୌମ୍ଯ ରଞ୍ଜନ ମହାପାତ୍ର
Literary Colonel
80
పోస్ట్లు
112
అనుచరులు
2
అనుసరిస్తున్నారు

I'm ସୌମ୍ଯ ରଞ୍ଜନ and I love to read StoryMirror contents.

స్నేహితులతో పంచుకోండి
Earned badges
See all

ଦେବଭୂମି ଓଡ଼ିଶାର ମହନୀୟ ତଥା ନୈସର୍ଗିକ ଶୋଭା ସମଗ୍ର ବିଶ୍ଵରେ ମଧ୍ୟ ବିରଳ।

ଯେଉଁଠାରେ ନାରୀ ସମ୍ମାନିତ ଏବଂ ପୂଜିତ ସେଠାରେ ଭଗବାନ ମଧ୍ୟ ବାସ କରନ୍ତି।

Where a woman will get respect and worship,there god will also get worship

A woman present behind the successful man

ଜଣେ ସଫଳ ପୁରୁଷ ପଛରେ କେହି ନା କେହି ନାରୀର ପ୍ରଚ୍ଛନ୍ନ ହସ୍ତ ନିହିତ ଥାଏ।

ପ୍ରେମ ଏଭଳି ଏକ ଚିଜ ଯାହା ସତ୍ୟ ନିତ୍ୟ ଶାଶ୍ୱତ ଏବଂ ଚିରନ୍ତନ।

ଆପଦ ବିପଦ ଆଉ ଅସୁବିଧା ସମୟରେ ଯିଏ ସାହାରା ହୋଇଥାଏ ତାହାକୁ" ପ୍ରକୃତ ବନ୍ଧୁ "ର ଆଖ୍ୟା ଦିଆଯାଏ।

Book is the best friend in all over the world

ଉତ୍ତମ "ପୁସ୍ତକ" ଏପରି ଏକ ବନ୍ଧୁ ଯିଏକି ସହସ୍ରାଧିକ ଜୀବନ ଜୀଇଁବାର ଅନୁଭୂତି ଦେଖାଏ। :-ସୌମ୍ଯ ରଞ୍ଜନ ମହାପାତ୍ର - :


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్