Subrat Malik
Literary Captain
AUTHOR OF THE YEAR 2020 - NOMINEE

102
Posts
43
Followers
5
Following

ସାହିତ୍ୟକୁ ମନଭରି ଉପଭୋଗ କରିବାର ଅହରହ ପ୍ରୟାସରେ ....

Share with friends
Earned badges
See all

ନିଜେ ନିଜର ପ୍ରଥମେ ଭଲ ବନ୍ଧୁ ହେବା ଉଚିତ । ।

ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ହେଉଛି ସବୁଠାରୁ କଷ୍ଟକର କାମ,ଯିଏ କରିପାରିଲା ସିଏ ମହାନ ।।

ଜୀବନ ଉପଭୋଗ କରିବାର ଅର୍ଥ ହେଉଛି ସୁଖ ଓ ଦୁଃଖ ଉଭୟକୁ ସବୁବେଳେ ସମାନ ଦୃଷ୍ଟିରେ ସ୍ୱାଗତ କରିବା....

ବେଳେବେଳେ ସମୟ ଓ ପରିସ୍ଥିତି ମଣିଷକୁ ପାଶବିକ ଜୀବନ ଜୀଇଁବା ପାଇଁ ବାଧ୍ୟ କରେ ।

ସବୁ ଦିନ ତୁମ ବିତୁ ହରଷେ, ଗୁରୁଜନଙ୍କ ପ୍ରାପ୍ତି ଆଶୀଷେ, ଜନ୍ମଦିନେ ତୁମ ମୋର କାମନା, ଜଗଜିତା ହୁଅ କରି ସାଧନା ।।

ମଣିଷ ଜୀବନର ଯାତ୍ରା ଏନ୍ତୁଡ଼ିଶାଳ ନିଆଁରୁ ଆରମ୍ଭ ହୋଇ ମଶାଣୀ ନିଆଁରେ ଶେଷ ହେବା ବିଭୁ ନିର୍ଦ୍ଧାରିତ ।

ଅସାଧ୍ୟକୁ ହାସଲ କରିବାକୁ ପର୍ବତ ପରି ଦୃଢ଼,ସ୍ଥିର ଓ ନିର୍ଭୀକ ମନୋବୃତ୍ତି ସର୍ଵ ପ୍ରଥମେ ଏକାନ୍ତ କାମ୍ୟ । ।

ମୁଖରୁ ତୋହର ହସ ଝରୁଥାଉ ସଦା, ନ ଲାଗୁ କାହା ନଜର... ବାପା ମାଆଙ୍କର ରଙ୍କ ରତନ ତୁ, ଗଳାର ସୁବର୍ଣ୍ଣ ହାର...

ବନ୍ଧୁ ତୁମେ ମୋର ଶହେ ଜନମର କୃଷ୍ଣ ସୁଦାମର ଯୋଡ଼ି, ଜୀବନ ସାଗରେ ଆସୁ ଯେତେ ଝଡ଼ ଏ ସମ୍ପର୍କ ଯିବନି ବୁଡ଼ି।।


Feed

Library

Write

Notification
Profile