ସ୍ଵପ୍ନ ଦେଖ ବଞ୍ଚିବା ପାଇଁ ସ୍ଵପ୍ନ ଦେଖ ନିଜକୁ ଗଢି ତୋଳିବା ପାଇଁ ସ୍ଵପ୍ନ ଦେଖ ନିଜ ଭାବନା କୁ ବାସ୍ତବ ରେ ପରିଣତ କରିବା ପାଇଁ
The one who stands on his own two feet is always successful and the one who takes Perry’s help is always failing and backward.
ଯିଏ ନିଜ ଗୋଡ ରେ ନିଜେ ଠିଆ ହୋଇଥାଏ,ସିଏ ସବୁବେଳେ ସଫଳ ହୋଇଥାଏ, ଓ ଯିଏ ପରର ସାହାଯ୍ୟ ନେଇଥାଏ ସିଏ ସବୁବେଳେ ବିଫଳ ଓ ପଛୁଆ ରହିଥାଏ।
"କାର୍ଯ୍ୟଟି ହେଉଛି ମାନବ ଜୀବନରେ ସଫଳତା ଏବଂ ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ଦୁନିଆରେ ଜଣେ ସଫଳ ବ୍ୟକ୍ତି ହୁଅନ୍ତି |"