@rudra-prasana-satapathy

Rudra prasana Satapathy
Literary Captain
AUTHOR OF THE YEAR 2021 - NOMINEE

12
Posts
1
Followers
1
Following

ଚେଷ୍ଟା କରିବା କିଛି ଭୁଲ କଥା ନୁହେଁ।

Share with friends

ସ୍ଵପ୍ନ ଦେଖ ବଞ୍ଚିବା ପାଇଁ ସ୍ଵପ୍ନ ଦେଖ ନିଜକୁ ଗଢି ତୋଳିବା ପାଇଁ ସ୍ଵପ୍ନ ଦେଖ ନିଜ ଭାବନା କୁ ବାସ୍ତବ ରେ ପରିଣତ କରିବା ପାଇଁ

The one who stands on his own two feet is always successful and the one who takes Perry’s help is always failing and backward.

ଯିଏ ନିଜ ଗୋଡ ରେ ନିଜେ ଠିଆ ହୋଇଥାଏ,ସିଏ ସବୁବେଳେ ସଫଳ ହୋଇଥାଏ, ଓ ଯିଏ ପରର ସାହାଯ୍ୟ ନେଇଥାଏ ସିଏ ସବୁବେଳେ ବିଫଳ ଓ ପଛୁଆ ରହିଥାଏ।

ଜୀବନ ହେଉଛି ପ୍ରତିଯୋଗିତା ଓ ଆମେ ହେଉଚୁ ତାର ପ୍ରତିଯୋଗୀ ଯିଏ ଏ ପ୍ରତିଯୋଗିତା କୁ ଜିତିଲା ସେ ତାର ଜୀବନ କୁ ଜିତିଗଲା

Life is a competition and we are its competitors who won this competition won their lives

"କାର୍ଯ୍ୟଟି ହେଉଛି ମାନବ ଜୀବନରେ ସଫଳତା ଏବଂ ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ଦୁନିଆରେ ଜଣେ ସଫଳ ବ୍ୟକ୍ତି ହୁଅନ୍ତି |"

"The work is success in human life and who work hard they are make a successful man in world"


Feed

Library

Write

Notification
Profile