I'm Prasanta and I love to read StoryMirror contents.
Share with friends
ଏ ଯାବତ୍ କିଛି ଦେଇଛ ବୋଲି ଆମେ କୃତଜ୍ଞ । ଦେଇ ନଥିଲେ ବୋଧେ ଈଶ୍ୱର ହୋଇ ରହି ନଥାନ୍ତ , ଏବଂ ତମ ଜାଗାରେ ଆମର ନିଜର ଛବିଟିକୁ କେବେଠାରୁ ଟାଙ୍ଗି ସାରନ୍ତୁଣି !
ଯେତେବେଳେ ଜୀବନ ଫାଟିଯାଏ ହରାଇଜେନଟାଲୀ, ଯୋଡିବାର ଆଶା ଆସେ ଭରଟିକାଲୀ। ଯେହେତୁ, ଜୀବନ ଓ ଆଶା ରହିଥାନ୍ତି ପ୍ରପେଣ୍ଡିକୁଲାରଲୀ।