ମଲ୍ଲିକା - ବର୍ଷସାରା ତୋପରି ଜଣେ ଖୋଜିବା ଅସମ୍ଭବ ଏବଂ ଅସହାୟର ଗୋଟେ ଚିନ୍ତା ଜଉ ଚିନ୍ତାରେ ମଣିଷ ମଣିଷ ଭିତରେ ଖୋଜିବାହାର କରିବା ଗୋଟେ ସପ୍ନକୁ ସତ କଲାଭଳି || କଳ୍ପନା - ତୋ କଥାରେ ଢେର୍ ସାରେ ଭଳପାଇବା ଦେଇଛୁ ଯଉ ଭଳ ପାଇବାରେ - ଖେଳିପାରେ,ହସିପାରେ,ଦୁଇପଦ କଥା ହୋଇପାରେ ଏବଂ ମିଛରେ ମିଛରେ ନିଜେ ନିଜକୁ କନ୍ଧେଇ ପାରେ || ଡୁଲେଶ୍ବର କୁମାର ସାହୁ ରେଗଡା, କର୍ଲାମୁଣ୍ଡା, କଳାହାଣ୍ଡି