None
ତୁମେ ସାଗର ହେଲେ ମୁ ଜୁଆର ତୁମେ ନିଦ ହେଲେ ମୁ ସ୍ୱପ୍ନ ତମେ କବିତା ହେଲେ ମୁ କାଳି ତମେ ଆଉ ମୁ ଆମେ ଦୁଇଟା ଦେହ ହେଲେ ମନ ଗୋଟେ