The world can never stop a writer ,But
A Writer Can....
Watch your Breathing is same as watch your Mind ...
I can walk 4km per day because of my strength, not because of my poverty ..
ସମାଜ କୁ ସୁଧାରିବା ପାଇଁ ଆଧ୍ୟାତ୍ମିକତା ନୁହେଁ ସାହିତ୍ୟ ର ଆବଶ୍ୟକତା ଅଛି।।
सच की यही खासियत होता है
बेजुबान होता है लेकिन जब भी बोलता है सर चढ़कर बोलता है ।
ଯନ୍ତ୍ର ମାଧ୍ୟମ ରେ ଗଢିଉଠୁଥିବା ସମ୍ପର୍କ ଯାନ୍ତ୍ରିକ ତ୍ରୁଟି ଦ୍ୱାରା ପ୍ରଭାବିତ ମଧ୍ୟ ହୋଇଥାଏ।।
वेद और बिज्ञान से हुआ निर्माण
मेरा बनाया हुआ ये आयुर्वेद प्रमाण ।।
ମୁଁ ଜାଣେ ନାହିଁ ତୁମ ଅନୁଦାନ ର ମୂଲ୍ୟ କେତେ ,ହେଲେ ପ୍ରତିଦାନ ର ମୂଲ୍ୟ ମୁଁ ଜାଣେ ।
ସମୁଦ୍ର କୁ ଆଞ୍ଜୁଳା ଆଞ୍ଜୁଳା କରି କେତେ ସମୟ ପର୍ଯ୍ୟନ୍ତ ନିଜର କରିପାରିବ ! ଏହା ତୁମର ଦୃଷ୍ଟତା ନା ପାଗଳାମି....