Lakshapati Podh
Literary Captain
AUTHOR OF THE YEAR 2021 - NOMINEE

75
Posts
7
Followers
1
Following

ଜୀବନରେ ବିନା ସଂଘର୍ଷରେ ବିନା ଦୁଃଖ କଷ୍ଟ ସହି କେବେ ବି ସଫଳତା ହାସଲ କରିହେବ ନାହିଁ।

Share with friends
Earned badges
See all

ବିଜ୍ଞାନ ଯେତେ ଆଗକୁ ଅଗ୍ରଗତି କଲେ ମଧ୍ୟ ବେଦ କୁ ଟପି ଆଗକୁ ଯାଇ ପାରିବ ନାହିଁ।

Whose love is true, his love and those two people are companions of each other till eternity, no matter where they are born.

ଜୀବନରେ ଯେ ସହିବା ଶିଖିଛି, ସେ ଜୀବନରେ ଆଗକୁ ବଢ଼ିଯାଏ। ହେଲେ ଯେ ଜୀବନରେ ସହିବା ଶିଖିନି ସେ କେବେ ଆଗକୁ ବଢିପାରେ ନାହିଁ।

ପଡ଼ୋଶୀ ଠାରୁ ଭଲ ସାମ୍ନା ଘରର ଖରାପ ଗୁଣ କିଏ ବା ଜାଣିବ, ପଡ଼ୋଶୀ ଠାରୁ ବେଶୀ ଖରାପ ଆଉ କିଏ ବା ହେବ।

ଟାଟୁ ଯେମିତି ଦେଖିବାକୁ ସୁନ୍ଦର ଦିଶେ, କିନ୍ତୁ ଦେହ ପାଇଁ ଖରାପ। ଠିକ୍ ସେମିତି ଯେ ଆପଣଙ୍କର ବେଶୀ ପ୍ରଶଂସା ଓ ଚର୍ଚ୍ଚା କରୁଛି ଭାବୁ ଥିବେ ସେ ଆମ ପାଇଁ ଭଲ ହେଲେ ଏତିକି ଜାଣି ରଖିଥାନ୍ତୁ, ଯେ ଯେତେ ଆଗରେ ଭଲ କୁହେ ସେ ତା ଠାରୁ ବେଶୀ ପଛରେ ନିନ୍ଦା କରେ।

ମନୁଷ୍ୟର ନିଜର ଅହଂକାର ନିଜକୁ ହିଁ ଜାଳି ପୋଡ଼ି ଛାରଖାର କରିଦିଏ।

କାହାକୁ ଘୃଣା କରିବା ଆଗରୁ ଭଲ ପାଇବା ଶିଖିବା ଦରକାର।

ମନୁଷ୍ୟ କିଛି ସମୟ ପାଇଁ ହେଲେ ମଧ୍ୟ ଏକାନ୍ତ ରହିବା ଦରକାର, କାରଣ ବ୍ୟସ୍ତତା ଭିତରେ ମଣିଷ ନିଜକୁ ସମୟ ଦେଇ ପରେ ନାହିଁ, ଏକାନ୍ତ ରହିବା ଦ୍ଵାରା ସେ ନିଜ ବିଷୟରେ କିଛି ଭାବି ପରେ ,କିଛି କ୍ଷଣ ପାଇଁ ହେଲେ ମଧ୍ୟ ସେ ଶାନ୍ତି କୁ ଅନୁଭବ କରିପାରେ।

ବ୍ୟବସାୟ ଏମିତି ଜିନିଷ ଯେଉଁଥିରେ କି କ୍ଷତି କମ ଲାଭ ବେଶୀ ଅଛି, କହି ଜାଣିଲେ କଥା ସୁନ୍ଦର, ବିକି ଜାଣିଲେ ବ୍ୟବସାୟ ସୁନ୍ଦର।


Feed

Library

Write

Notification
Profile