@ojo2ruoz

Satyanarayan Sahoo ( Neetu )
Literary Captain
33
Posts
47
Followers
1
Following

Poet writer anchor...

Share with friends
Earned badges
See all

Submitted on 03 Mar, 2021 at 15:09 PM

ଅଙ୍କାବଙ୍କା ଏଇ ଜୀବନର ନଈ କେତେବେଳେ କେଉଁ ମୋଡ଼... କେବେ ନଈ ସାରା ଫୁଲର ପାଖୁଡା କେବେ ଲହୁଲୁହ ଝଡ଼... Il ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ

Submitted on 03 Mar, 2021 at 14:53 PM

ମୁଖାମୟ ମୃଦୁ ଛଳନାରେ ଆଜି ମାୟା ସିକ୍ତ ଏହି ମଣିଷ, ମିଥ୍ୟା, ପ୍ରତାରଣା, ଛଳ- ପ୍ରହେଳୀରେ ବାଣ୍ଟୁଛି ତମାମ ଆୟୁଷ... Il ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ

Submitted on 02 Mar, 2021 at 15:04 PM

ସମୟ ତ ଏବେ ଜମା ଭଲ ନୁହଁ ନିତି ବାଟବଣା କରୁଛି.... ଫୁଲ ଦେଖି କରି ପାଦ ଥାପିଲେ ବି ଛାତିରେ କଣ୍ଟା ଗଳୁଛି.. Il ... ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ

Submitted on 01 Mar, 2021 at 16:58 PM

ନିଜ ଜୀବନର ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟର ସାହାଯ୍ୟ ସହଯୋଗ ଯେ କେତେ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକ ଥିଲା ତାହା ପରବର୍ତ୍ତି ମୁହୂର୍ତ୍ତରେ ମଣିଷ ଭୁଲିଯାଏ l ଏହାହିଁ ଦୁଃଖ ଦାୟକ l ***. ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ


Feed

Library

Write

Notification
Profile