Poet writer anchor...
Share with friends
ଅଙ୍କାବଙ୍କା ଏଇ ଜୀବନର ନଈ କେତେବେଳେ କେଉଁ ମୋଡ଼... କେବେ ନଈ ସାରା ଫୁଲର ପାଖୁଡା କେବେ ଲହୁଲୁହ ଝଡ଼... Il ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ
ମୁଖାମୟ ମୃଦୁ ଛଳନାରେ ଆଜି ମାୟା ସିକ୍ତ ଏହି ମଣିଷ, ମିଥ୍ୟା, ପ୍ରତାରଣା, ଛଳ- ପ୍ରହେଳୀରେ ବାଣ୍ଟୁଛି ତମାମ ଆୟୁଷ... Il ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ
ସମୟ ତ ଏବେ ଜମା ଭଲ ନୁହଁ ନିତି ବାଟବଣା କରୁଛି.... ଫୁଲ ଦେଖି କରି ପାଦ ଥାପିଲେ ବି ଛାତିରେ କଣ୍ଟା ଗଳୁଛି.. Il ... ସତ୍ୟନାରାୟଣ ସାହୁ ଛତ୍ରଙ୍ଗ, ବୌଦ୍ଧ