I'm Jayashree and I love to read StoryMirror contents.
Share with friendsସମୟ ମାଗଣା କିନ୍ତୁ ଏହା ଅମୂଲ୍ୟ ଅଟେ। ସମୟକୁ ଅଟକାଇ ରଖିପାରିବା ନାହିଁ କିନ୍ତୁ ଖର୍ଚ୍ଚ କରିପାରିବା। ହେଲେ ଥରେ ସମୟକୁ ହାତଛଡ଼ା କଲେ ଆଉ ପାଇବା ନାହିଁ |
ମଣିଷ ଯଦି ତା'ର ଜୀବନ ରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦ ପ୍ରାପ୍ତ କରିବା ପାଇଁ ଚାହୁଁଚି ତା'ର ମୂଳ କାରଣ ହେଉଛି ଶିକ୍ଷା।