Love to listen to the chirping birds, the whispering flowers, dream to steal the hues of nature; compose my lyrics with the rustling breeze and rumblings of the storm, like to count waves, in the thick darkness, can see the light, understand the sounds of rain, love to write; be it summer,... Read more
Share with friendsକିଛି ଫୁଲ, କିଛି କଣ୍ଟା, କିଛି ଆଶା, କିଛି ତୃଷ୍ଣା, ଟିକେ ବୈଶାଖ, ଟିକେ ବର୍ଷା, ଅମୃତ ଆଉ ବିଷ ଫେଣ୍ଟାଫେଣ୍ଟି ଏ ଜୀବନର ଭାଷା... କିଛି ଫୁଲ, କିଛି କଣ୍ଟା, କିଛି ଆଶା, କିଛି ତୃଷ୍ଣା, ଟିକେ ବୈଶାଖ, ଟିକେ ବର୍ଷା, ଅମୃତ ଆଉ ବିଷ ଫେଣ୍ଟାଫେଣ୍ଟି ଏ ଜୀବନର ଭାଷା...
ନିଃଶବ୍ଦ ରାତ୍ରୀର ନୀରବ ପ୍ରହରେ ସ୍ୱପ୍ନର ଗଙ୍ଗଶିଉଳୀ ମାନେ ସମୟକୁ ମୁରୁକି ହସା ଦେଇ ଝରିପଡନ୍ତି ଏଠି ଅବ୍ୟକ୍ତ ବେଦନାରେ...
Love is old like ancient history, Vast like Geography, Smart like Science, Tricky like Mathematics, Trendy like English.
What I am today because of the lessons I have learned from my lifetime mentor called pain and hardship.