Tankadhar Majhi
Literary Colonel
AUTHOR OF THE YEAR 2021 - NOMINEE

125
പോസ്റ്റ്സ്
65
ഫോളോവെർസ്
13
ഫോളോവിങ്

From Dist-NUAPADA @Storry teller @Poem writer @Natural Thinker

കൂട്ടുകാരുമായി പങ്കുവെക്കുക
Earned badges
See all

ଝରଣା ବୁକୁରେ କଇଁ ଫୁଟେ ଯେବେ ଶୀତଳ ବାଆ ଛୁଟେ ଗଗନ ଭେଦି କବି ବସି ଲେଖେ କବିତା ସାଉଁଟି ଉଖୁଡ଼ା ଉପନାମେ ଉପମା ଖୋଦି

ହସିବାର ଧୃଷ୍ଟତା ରଖିଛି ବୋଲି ଦୁଃଖ ଆଇନା ଦେଖି ଚାଲି ଯାଉଛି ମୋ ପରିବାର, ମୋ ଦୁଆରେ ହସୁଛି ।

ଶେଷ ଥର କହିକି ଶେଷ ପ୍ରୟାସ କରିବ ହାରି ଗଲା ପରେ ପୁଣି ପ୍ରୟାସ କରିବ ଏଥିରୁ ଜାଣିଯିବ ତୁମେ ବିଜୟର ରାସ୍ତା ଖୋଜୁଛ ।

ପ୍ରଥମ ପ୍ରେମରେ ଯଦି ବିି ଟ୍ବିଷ୍ଟ୍ ଆସିଯାଏ, ତଥାପି ସେ ପ୍ରେମ ଜୀବନର ଗୋଟିଏ ହିସ୍ସା ହୋଇଯାଏ !!

ଜୀବନର ଅନ୍ତିମ ଲଢେଇ, ନିଜ ଜୀବନ ସହ ଲଢିବାକୁ ହୁଏ ହେଲେ ଆଜି ଯାଏ କେହି ଜଣେ ବି ଜିତି ନାହାନ୍ତି !

ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ