ଅନ୍ଧ ଭାବେ କାହାକୁ ନିଜ ଆଦର୍ଶ ମାନିବା ବା କୈାଣସି ଆଦର୍ଶବାଦକୁ ଗ୍ରହଣ କରିନେବା ମଧ୍ୟ ଦାସତ୍ୱ। ଅଜ୍ଞାନ ରହ କିନ୍ତୁ ଜ୍ଞାନ ଠାରୁ ଦୂରେଇ ଯାଅ ନାହିଁ।
କାହାର କେଉଁ ସମୟ ଚାଲିଛି ନଜାଣି ତାକୁ ହେୟ ମନେ କରିବା ବହୁତ ବଡ଼ ଭୁଲ। ବୃକ୍ଷବି ଗୋଟିଏ ସମୟରେ ପତ୍ରଛଡା ଦିଏ ମାତ୍ର ତହିଁରୁତ ସେ ନୂତନ ସୁନ୍ଦରତା ପାଏ। ସୁମନ କଲ୍ୟାଣ ଦାଶ
କାହାର କେଉଁ ସମୟ ଚାଲିଛି ନଜାଣି ତାକୁ ହେୟ ମନେ କରିବା ବହୁତ ବଡ଼ ଭୁଲ। ବୃକ୍ଷବି ଗୋଟିଏ ସମୟରେ ପତ୍ରଛଡା ଦିଏ ମାତ୍ର ତହିଁରୁତ ସେ ନୂତନ ସୁନ୍ଦରତା ପାଏ। ସୁମନ କଲ୍ୟାଣ ଦାଶ
क़िस्मत ने साथ नहीं दिया कहकर असफलता को छुपाते थे हम। लेकिन जब कुछ पाया तो पता चला साथ निभाना भी पड़ता है। @Suman Kalyan
ପରୋପକାରୀ ହେବା ଯେ ବର୍ତ୍ତମାନ ଦୁନିଆ ରେ କେବଲ ତ୍ୟାଗ ନୁହେଁ, ଏକ ପରିଚୟ ମଧ୍ୟ।ପରିଚୟ ମାନବିକତାର....... Happy World Humanitarian Day