@krushna-chandra-lenka

Krushna Chandra Lenka
Literary Brigadier
AUTHOR OF THE YEAR 2021 - NOMINEE

165
Posts
1
Followers
1
Following

Teacher, Govt.up school, Athantar

Share with friends

ଚଗଲା ଶିଶୁ ସମ ମନ ଆମ୍ଭର, କେବେ ଅଧିର ପୁଣି କେବେ ଅସ୍ଥିର। @K.C.Lenka

ବିବେକ ବିଚାର ବୁଦ୍ଧି ଥାଇ ନର ହୁଏ ପଶୁ ସମ ଯହିଁ, ପଶୁ ପାଶେ ଭାଇ ଏସବୁ ନଥାଇ ତଥାପି ମହାନ କାହିଁ! @K.C.Lenka

ଥାଉ ପଛେ ମୋର ଯେତେ ଜଞ୍ଜାଳ, ତଥାପି ଚାହେଁ ମୁଁ ଟିକିଏ ବେଳ; ପାହି ନିଶି ଯହିଁ ଆସେ ପ୍ରାତଃ କାଳ, ଜଣାଏ ତୁମକୁ ଶୁଭ ସକାଳ।

ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର

ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର

ସୁଖ ଆସିଥାଏ କ୍ଷଣିକ ପାଇଁ ଦୁଃଖ ଆସେ ବନ୍ଧୁ କୁଟୁମ୍ବ ନେଇ

ସୁଖ ଆସିଥାଏ କ୍ଷଣିକ ପାଇଁ ଦୁଃଖ ଆସେ ବନ୍ଧୁ କୁଟୁମ୍ବ ନେଇ

ତ୍ୟାଗ ବିନା ଜୀବନରେ କେବେ ସଫଳତା ସମ୍ଭବ ନୁହେଁ।

ସ୍ୱପ୍ନ ଭାଙ୍ଗିଲେ ହିଁ ଜଣେ ମଣିଷର ବାସ୍ତବତା ସହ ପରିଚୟ ହୋଇଥାଏ।


Feed

Library

Write

Notification
Profile