Sudhir Mahapatra
Literary Captain
29
Posts
83
Followers
0
Following

ବଂଧୁର ପଥ

Share with friends
Earned badges
See all

ଦେବାର କ୍ଷମତା ମୋର ନାହିଁ ଯେତେବେଳେ ନେବାର କ୍ଷମତା ଆସିଲା କୋଉଠୁ ..... କ୍ଷମତା ମୋର ନୁହଁ, ଯିଏ ସକଳ କ୍ଷମତାର ଅଧିକାରୀ... ମୁଁ ତାର ପ୍ରତିନିଧି ମାତ୍ର । ସୁଧିର ମହାପାତ୍ର

ଦେବାର କ୍ଷମତା ମୋର ନାହିଁ ଯେତେବେଳେ ନେବାର କ୍ଷମତା ଆସିଲା କୋଉଠୁ ..... କ୍ଷମତା ମୋର ନୁହଁ, ଯିଏ ସକଳ କ୍ଷମତାର ଅଧିକାରୀ... ମୁଁ ତାର ପ୍ରତିନିଧି ମାତ୍ର । ସୁଧିର ମହାପାତ୍ର

ମୁଠାଏ ଅବିଶ୍ୱାସ, ଚେନାଏ କ୍ରୁର ହସ ଆଉ ମେଂଚା ମେଂଚା ଏକଲା ପଣର ଜୀବନ : ସ୍ୱାଦହୀନ ।

ଖଦଡ ପିନ୍ଧିଦେଲେ ମହାତ୍ମାଗାନ୍ଧୀ କିମ୍ବା ଦାଢି ଛାଡିଦେଲେ କେହି କେବେ ଗୋପବନ୍ଧୁ ହୋଇ ଯାଆନ୍ତିନି । ଗାନ୍ଧୀ ହେବାକୁ ହେଲେ ଅହିଂସା ଆଚରଣ ଓ ଗୋପବନ୍ଧୁ ହେବାକୁ ହେଲେ ସ୍ୱାର୍ଥତ୍ୟାଗ ଅପରିହାର୍ଯ୍ୟ ...ତେବେ ଯାଇ ଜଣେ ନିଜକୁ ରାଷ୍ଟ୍ରନାୟକର ପରିଚୟ ଦେବାରେ କୌଣସି ଦ୍ୟୁମତ ନାହିଁ ।

ଗଛର ଛାଇରେ ଗଛଟିଏ ଉଧେଇବା କଷ୍ଟ; ମାତ୍ର ମଣିଷର ଛାଇରେ ଅନ୍ୟ ଏକ ମଣିଷ ଊନ୍ନତିର ଚରମ ସୀମାରେ ପହଂଚିପାରେ- ଏହା ନିଃସନ୍ଦେହ । ସୁଧିର କୁମାର ମହାପାତ୍ର

କେବେ ଯଦି ଅନ୍ୟର ଉପକାର କରିପାରୁ ନାହଁ ତେବେ ଅପକାର କରିବା କଥା ମନରୁ ଭୁଲିଯାଅ .... ହୁଏତ ମାନବ ଜନ୍ମର ସଫଳତା ସେଇଦିନ ଅନୁଭବ କରିପାରିବ । ସୁଧିର


Feed

Library

Write

Notification
Profile