@ramesh-chandra-swain

Ramesh Chandra Swain
Literary Lieutenant
14
Posts
0
Followers
0
Following

I'm Ramesh Chandra and I love to read StoryMirror contents.

Share with friends

ଅକ୍ଷୟ ତୃତୀୟା, ଅଖି ମୁଠି ଛୁଆଁ ଚାଷୀ କୂଳ ହୁଅଇ ଆନନ୍ଦ, ଶସ୍ୟ ଶ୍ୟାମଳ। ଫଳ ଫୁଲ ଭରା ଧନ୍ୟ ତୁ ବିହି ପରମାନନ୍ଦ

ମୋ ମୃତ୍ୟୁ ପରେ ମୋ ମାଆ କାନ୍ଦିବ,କାନ୍ଦିବ ମୋ ପ୍ରିୟ ଏନ୍ତୁଡ଼ି ଶାଳ, ଶଙ୍ଖା ସିନ୍ଦୂର କୁ ବିଶର୍ଜି ମୋ ପ୍ରିୟା, ଖୋଜୁଥିବ ଧନ ସମ୍ପଦ ଖୋଳ।

ଏଇଶ୍ୱର୍ଯ୍ୟ ମୁକୁଟେ, ଗର୍ବର କୁହାଟେ,ଚୀର ଦିନ କାର ରହିବ ନାହିଁ,ଧ୍ରୁବ ସତ୍ୟ ମୃତ୍ୟୁ ପ୍ରସ୍ତୁତ ହୁଅ ଛ ଖଣ୍ଡି କାଠରେ ଯିବ ମିଳାଇ।

ସୁନ୍ଦର ନିଦାନ ହସ ହିଁ ମହାନ,ଦିଅଇ ମନରେ ଶାନ୍ତି, ହସରେ ଅଛି ମୁକ୍ତ ପ୍ରେମ ହୃଦୟେ ଦିଅଇ ବଞ୍ଚିବା ଗୀତି।

ସମୟ ସପନ ସଂଗ୍ରାମ ଚୁମ୍ବନ ନିତି ବଞ୍ଚିବାର କଥା, ଜୀବନ କାନ୍ଦୁଛି, ତା ଦୁଃଖ କହୁଛି ନାଟକ ସଂଳାପ ବ୍ୟଥା।

କଷ୍ଟ ଅର୍ଜିତ ଧନ ପ୍ରାପ୍ତି ସୂକର୍ମେ ହୁଏ ତା ପ୍ରଗତି, ଅଧର୍ମ ଧନ ଅଶାନ୍ତି ମନ ସଦା ଦିଏ ସେ ଦୁଃଖ ସପନ।

ସମ୍ପର୍କ ବନ୍ଧନ ସେ ଫୁଲ ଚନ୍ଦନ ଦୁରେ ଥିଲେ ଲାଗେ ପାଶେ, ସ୍ନେହ ପ୍ରେମର, ମିଠା ମିଠା କଥା ସଦା ଅନ୍ତରକୁ ରସେ।


Feed

Library

Write

Notification
Profile