I'm Ramesh Chandra and I love to read StoryMirror contents.
Share with friends
ମୋ ମୃତ୍ୟୁ ପରେ ମୋ ମାଆ କାନ୍ଦିବ,କାନ୍ଦିବ ମୋ ପ୍ରିୟ ଏନ୍ତୁଡ଼ି ଶାଳ, ଶଙ୍ଖା ସିନ୍ଦୂର କୁ ବିଶର୍ଜି ମୋ ପ୍ରିୟା, ଖୋଜୁଥିବ ଧନ ସମ୍ପଦ ଖୋଳ।
ଏଇଶ୍ୱର୍ଯ୍ୟ ମୁକୁଟେ, ଗର୍ବର କୁହାଟେ,ଚୀର ଦିନ କାର ରହିବ ନାହିଁ,ଧ୍ରୁବ ସତ୍ୟ ମୃତ୍ୟୁ ପ୍ରସ୍ତୁତ ହୁଅ ଛ ଖଣ୍ଡି କାଠରେ ଯିବ ମିଳାଇ।