Prakash Majhi
Literary Colonel
AUTHOR OF THE YEAR 2021 - NOMINEE

74
Posts
2
Followers
2
Following

I am a Teacher

Share with friends

ମନର ସହରେ ଅମାନିଆ ଭାବ ଆଖିରେ ଝରୁଛି ଲୁହ, ନିଜର ବୋଲି ତୁ ଯାହାକୁ ଭାବିବୁ ତା ପାଇଁ ଅଦିନେ କୋହ। ପ୍ରକାଶ ଚନ୍ଦ୍ର ମାଝୀ

ସବୁ ଦାରିଦ୍ରର ସୀମାରେଖା ତଳେ ବେଶିଦିନ ନୁହେଁ ଦୁଃଖ ଧର୍ଯ୍ୟର ପଥ ନୁହଇ କଠିନ ଦିନେ ତୋ ମିଳିବ ସୁଖ । ପ୍ରକାଶ ଚନ୍ଦ୍ର ମାଝୀ

'ମା' ପ୍ରେମ ପୂଜାଫୁଲ ଅମୁଲ୍ୟ ସମ୍ପଦ ମା"ଠୁ ଆରମ୍ଭ ସିଏ, ପହିଲି ପରସ ଆଲୋକ ସମ୍ଭାର ଭୁଲି ବା ପାରିବ କିଏ। ପ୍ରକାଶ ଚନ୍ଦ୍ର ମାଝୀ

ଯେତିକି ମିଳୁଛି ସେତିକିରେ ହେବା ଖୁସି ନହେଲେ ସବୁକିଛି ସରିଗଲା ପରେ ଅନୁତାପ କରିବା ଛଡା ଆଉ କିଛି ନଥିବ। ପ୍ରକାଶ ଚନ୍ଦ୍ର ମାଝୀ

ସପନ ସରେନି ଦେଖୁଥିଲେ ଯେତେ ମିଛ ହେଉ ଅବା ସତର ନଈ, ଆଶାଠୁ ଅଧିକ ସଫଳତା ମିଳେ ଖୁସିର ତାର ତୁଳନା ନାହିଁ। ପ୍ରକାଶ ଚନ୍ଦ୍ର ମାଝୀ

ବିଶ୍ଵାସ ଭାଙ୍ଗିଗଲେ ମନ ଯେମିତି ଚଳୁ! ଧର୍ଯ୍ୟ ଧର,....... କର୍ମ କରିଚାଲ ଫଳ ଯାହା ବି ମିଳୁ। ●●●●● ପ୍ରକାଶ ଚନ୍ଦ୍ର ମାଝୀ

ପ୍ରେମ୍ ●●●● ଦିଲ୍ କା ଦରିଆ ଗେହେରା ସପ୍ନୋ ମେ ଖୋଏ ଚେହେରା । ●●●● ପ୍ରକାଶ

(ଧର୍ଯ୍ୟ) ★★★★★★ ଆସନ୍ତା କାଲିକୁ କିଏ ଦେଖିଛ ପକାଇ ପାଣିରେ ଗାର, ହଜି ଯାଇଥିବା ବେଳ ପୁଣି ଫେରିବ ଟିକେ ଧର୍ଯ୍ୟ ଧର । ■■■■■■ ପ୍ରକାଶ ଚନ୍ଦ୍ର ମାଝୀ

ଦୁନିଆଟା ଗୋଲ, କେବେ ଏଠି ଠିକ୍ ଠାକ୍ କେବେ ପୁଣି ଭୁଲ । ତେଣୁ ଠିକଭୁଲର ହିସାବ ନକରି ସମାଧାନର ସହଜ ପଥକୁ ବାଛିବା ପ୍ରକାଶ ଚନ୍ଦ୍ର ମାଝୀ


Feed

Library

Write

Notification
Profile