@npgc3fre

Prakash Majhi
Literary Colonel
74
Posts
9
Followers
65
Following

I am a Teacher

Share with friends
Earned badges
See all

Submitted on 23 May, 2021 at 13:12 PM

ମନର ସହରେ ଅମାନିଆ ଭାବ ଆଖିରେ ଝରୁଛି ଲୁହ, ନିଜର ବୋଲି ତୁ ଯାହାକୁ ଭାବିବୁ ତା ପାଇଁ ଅଦିନେ କୋହ। ପ୍ରକାଶ ଚନ୍ଦ୍ର ମାଝୀ

Submitted on 23 May, 2021 at 09:27 AM

ସବୁ ଦାରିଦ୍ରର ସୀମାରେଖା ତଳେ ବେଶିଦିନ ନୁହେଁ ଦୁଃଖ ଧର୍ଯ୍ୟର ପଥ ନୁହଇ କଠିନ ଦିନେ ତୋ ମିଳିବ ସୁଖ । ପ୍ରକାଶ ଚନ୍ଦ୍ର ମାଝୀ

Submitted on 06 May, 2021 at 10:12 AM

'ମା' ପ୍ରେମ ପୂଜାଫୁଲ ଅମୁଲ୍ୟ ସମ୍ପଦ ମା"ଠୁ ଆରମ୍ଭ ସିଏ, ପହିଲି ପରସ ଆଲୋକ ସମ୍ଭାର ଭୁଲି ବା ପାରିବ କିଏ। ପ୍ରକାଶ ଚନ୍ଦ୍ର ମାଝୀ

Submitted on 02 May, 2021 at 16:42 PM

ଯେତିକି ମିଳୁଛି ସେତିକିରେ ହେବା ଖୁସି ନହେଲେ ସବୁକିଛି ସରିଗଲା ପରେ ଅନୁତାପ କରିବା ଛଡା ଆଉ କିଛି ନଥିବ। ପ୍ରକାଶ ଚନ୍ଦ୍ର ମାଝୀ

Submitted on 18 Mar, 2021 at 18:15 PM

ସପନ ସରେନି ଦେଖୁଥିଲେ ଯେତେ ମିଛ ହେଉ ଅବା ସତର ନଈ, ଆଶାଠୁ ଅଧିକ ସଫଳତା ମିଳେ ଖୁସିର ତାର ତୁଳନା ନାହିଁ। ପ୍ରକାଶ ଚନ୍ଦ୍ର ମାଝୀ

Submitted on 10 Mar, 2021 at 15:13 PM

ବିଶ୍ଵାସ ଭାଙ୍ଗିଗଲେ ମନ ଯେମିତି ଚଳୁ! ଧର୍ଯ୍ୟ ଧର,....... କର୍ମ କରିଚାଲ ଫଳ ଯାହା ବି ମିଳୁ। ●●●●● ପ୍ରକାଶ ଚନ୍ଦ୍ର ମାଝୀ

Submitted on 06 Mar, 2021 at 18:55 PM

ପ୍ରେମ୍ ●●●● ଦିଲ୍ କା ଦରିଆ ଗେହେରା ସପ୍ନୋ ମେ ଖୋଏ ଚେହେରା । ●●●● ପ୍ରକାଶ

Submitted on 06 Mar, 2021 at 18:38 PM

(ଧର୍ଯ୍ୟ) ★★★★★★ ଆସନ୍ତା କାଲିକୁ କିଏ ଦେଖିଛ ପକାଇ ପାଣିରେ ଗାର, ହଜି ଯାଇଥିବା ବେଳ ପୁଣି ଫେରିବ ଟିକେ ଧର୍ଯ୍ୟ ଧର । ■■■■■■ ପ୍ରକାଶ ଚନ୍ଦ୍ର ମାଝୀ

Submitted on 04 Mar, 2021 at 17:54 PM

ଦୁନିଆଟା ଗୋଲ, କେବେ ଏଠି ଠିକ୍ ଠାକ୍ କେବେ ପୁଣି ଭୁଲ । ତେଣୁ ଠିକଭୁଲର ହିସାବ ନକରି ସମାଧାନର ସହଜ ପଥକୁ ବାଛିବା ପ୍ରକାଶ ଚନ୍ଦ୍ର ମାଝୀ


Feed

Library

Write

Notification
Profile