ତୁମ ଓଠରେ ହସ ଦେବା ପାଇଁ,, ମୋ ପାଖରେ ଶବ୍ଦ,, ଶେଷ ହୋଇ ଯାଇପାରେ!! ହେଲେ ଭଲପାଇବା,, କେବେ ଶେଷ ହେବନି।।
ଏ ସଂସାରରେ ତୋ ଠାରୁ ବଡ଼ କିଏ ବା ଅଛି.... ନାଁ ତୋର ମାଆ ଏହା ଠାରୁ ବଡ଼ ଶବ୍ଦ କ'ଣ ବା ଅଛି.... Das Muktikanta..