Kailash Chandra Sahani
Literary Colonel
67
Posts
85
Followers
4
Following

WRITING POEM AND SHORT STORY PUBLISHED POEM BOOK (01) '' NILA KAIN RA SWOPNA '' PUBLISHED BY BISWAMUKTI IN 2009 BOOK -(02) SITA RATIRA GEETA PUBLISHED BY PATCHHIMA IN 2019 A AWARD RECEIVED FROM GANJAM RA KABITA GHARA ' RAJYASTHARIYA KABITA SAMMAN ' ON DATE:-03.11.2019 AT KUKUDAKHANDI... Read more

Share with friends
Earned badges
See all

ଈଶ୍ବର :୭ -------------- ଈଶ୍ବର ବୋଲି ବିଶ୍ବରେ ଆଜି ଦେଖେ ମୁଁ ଶୂନ୍ୟତା ଖାଲି , ଈଶ୍ବର ଅଛିକି ହୃଦୟ କନ୍ଦରେ ଚପଳ ଓଠର ନିଷ୍ପାପ ହସରେ ଦୁନିଆଁରେ ଯହିଁ ମଣିଷ ପଣିଆ ପଲକରେ ଯାଏ ଜଳି !

ରାଷ୍ଟ୍ରୀୟ ନାୟକ :୬ ----------------------- ତୁମେ ବାପୁ ଆଜି ରାଷ୍ଟ୍ର ନାୟକ ମୁକ୍ତି ମଶାଲ ଜାଳି , ଅମର ହୋଇଛ ବିଶ୍ବ ବିତାନେ ସମୟ ସୁଅରେ ଝଳି !

ସ୍ବପ୍ନ କେବେ ସତ କେବେ ମିଛ ସେତ ଚିଆଁଇ ମାରେ ତୁମ ବିଛେଦର ଦୁଃସ୍ବପ୍ନ ଦେଖି ମୁଁ ଛାଇ କୁ ଡରେ ।

ଭାଇ -ଭଉଣୀ :୫ --------------------- ଭାଇ ଭଉଣୀର ସ୍ନେହ ଅପାସୋରା ମମତାର ମଧୁହସ , ପରସ୍ପର ଦୁଃଖ ସୁଖ ସେ ବାଣ୍ଟନ୍ତି କଳଙ୍କ ନଥାଏ ଲେଶ ।

ମିତ୍ର : ୪ ------------- ମିତ ବୋଲି କେତେ ଶୀତ ସକାଳରେ ତୁମକୁ ଶୁଭେଚ୍ଛା ବାଢେ , ମନର ମିତ ମୋ ଅପାସୋରା ଗୀତ ଫୁଟି ଉଠ ଫୁଲ କଢେ !

ଗୁରୁ : ୩ ----------- ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ବର ଏ ଭବ ସାଗର ସିନ୍ଧୁ , ଗୁରୁ ମୋର ପଥେ ଦିବ୍ୟ ଆଲୋକ ସିଏ ମୋ ଜୀବନ ବିନ୍ଦୁ !

ପ୍ରେମ :୨ ------------- ପ୍ରେମ ନୁହେଁ କେବେ ଦି'ଦିନ ଦି'ଓଳି ପ୍ରେମ ମୋର ଜପାମାଳି , ପ୍ରେମରେ ବଞ୍ଚିଚି ପ୍ରେମରେ ମରୁଚି ପ୍ରେମ ମୋ ମାଟିର ଧୂଳି !

ପରିବାର : ୧ ------------------------------------ ମାଟିର ବୈକୁଣ୍ଠ ପରିବାର ମୋର ନାହିଁ ଭେଦାଭେଦ ସେଠି ଏକାନ୍ନବର୍ତ୍ତୀ ପରିବାରେ ସଦା ସୁଖ ଦୁଃଖ ଦିଏ ବାଣ୍ଟି ।


Feed

Library

Write

Notification
Profile