Trilochan Karjee
Literary Colonel
AUTHOR OF THE YEAR 2019 - NOMINEE

73
Posts
216
Followers
60
Following

ପଢିବା ଯଦି ମୋ ନିଶା ସାହିତ୍ୟ ହେଲା ପ୍ରେମିକା

Share with friends

ମୁଁ ଉଡାଣଖୋର ମଣିଷଟେ ମୋ ଚାହେଁ ବହୁତ ଉପର ଯିବାକୁ କେବେ ଉଡେ ତ କେବେ ଖସେ ଏହି ନୀଳ ଆକାଶ ବକ୍ଷରେ

ଜୀବନ ଗୋଟେ ପାଣିଫୋଟକା ପରି କ୍ଷଣିକ ତା ସମୟ, କେତେବେଳେ ଚାଲିଯାଏ ସରିଯାଏ ଅଭିନୟ।

ଶୀତର ଅନୂଭୂତି ତାକୁ ପଚାର, ଯିଏ ନିତି ପିଉଥିବ ଶୀତର ଶୀତଳ ଚା ଆଉ ଶୋଉଥିବ ରାତିର ଖୋଲା ଚଦରରେ

ଜୀବନଟା ଏକ ନଈଟେ ପରି ଚାଲୁଥାଏ ସଦା ଅଙ୍କାବଙ୍କା, କେବେ ସେ ଅଟକି ଯାଏନି ଆସୁ ଯେତେ ଝଡ଼ ଆଶଙ୍କା। @ତ୍ରିଲୋଚନ


Feed

Library

Write

Notification
Profile