Trilochan Karjee
Literary Colonel
AUTHOR OF THE YEAR 2019 - NOMINEE

73
लेखन
216
फोल्लोवेर्स
60
फॉलोविंग

ପଢିବା ଯଦି ମୋ ନିଶା ସାହିତ୍ୟ ହେଲା ପ୍ରେମିକା

मित्रांशी सामायिक करा
Earned badges
See all

ମୁଁ ଉଡାଣଖୋର ମଣିଷଟେ ମୋ ଚାହେଁ ବହୁତ ଉପର ଯିବାକୁ କେବେ ଉଡେ ତ କେବେ ଖସେ ଏହି ନୀଳ ଆକାଶ ବକ୍ଷରେ

ଜୀବନ ଗୋଟେ ପାଣିଫୋଟକା ପରି କ୍ଷଣିକ ତା ସମୟ, କେତେବେଳେ ଚାଲିଯାଏ ସରିଯାଏ ଅଭିନୟ।

ଶୀତର ଅନୂଭୂତି ତାକୁ ପଚାର, ଯିଏ ନିତି ପିଉଥିବ ଶୀତର ଶୀତଳ ଚା ଆଉ ଶୋଉଥିବ ରାତିର ଖୋଲା ଚଦରରେ

ଜୀବନଟା ଏକ ନଈଟେ ପରି ଚାଲୁଥାଏ ସଦା ଅଙ୍କାବଙ୍କା, କେବେ ସେ ଅଟକି ଯାଏନି ଆସୁ ଯେତେ ଝଡ଼ ଆଶଙ୍କା। @ତ୍ରିଲୋଚନ


फीड

लाइब्रेरी

लिहा

सूचना
प्रोफाइल