very good platform for the writers
Share with friends
ସମାଜରେ ହିଂସା ଆଚରଣ କରୁଥିବା ବ୍ୟକ୍ତି ଙ୍କ ଠାରୁ ସଦା ଦୂରରେ ରୁହ, କାରଣ ସେ କେତେବେଳେ ତୁମକୁ ଖାଲ ମଧ୍ୟରେ ପକାଇ ଦେବେ ତାହା କହି ହେବ ନାହିଁ !
ଜୀବନ ଥିବା ପର୍ଯ୍ୟନ୍ତ ମୋର ନିଷ୍ପତ୍ତିରୁ କେବେ ଓହରି ଯିବି ନାହିଁ, ସଫଳତା ନିଶ୍ଚୟ ଆସିବ,ତାକୁ ପାଇବାକୁ ହେଲେ ମୋତେ କଠିନ ପରିଶ୍ରମକୁ ସାମ୍ନା କରିବାକୁ ପଡିବ !!
ଜନ୍ମ ମୃତ୍ୟୁର ରହସ୍ୟ କେହି ବୁଝି ନାହିଁ କି କେହି ବୁଝି ପାରିବେ ନାହିଁ ସେହି ଏକା ପରମେଶ୍ୱର ଯିଏ କରି କରାଉ ଥାଏ ସେହି ଏକା ଜାଣିଛନ୍ତି ତାର ରହସ୍ୟ
ଯେତେ ସୁଆଦିଆ ଖାଦ୍ୟ ଦୁନିଆଁରେ ଅଛି ସବୁଠାରୁ ସୁଆଦିଆ ଓ ପ୍ରିୟ ଖାଦ୍ୟ ହେଉଛି ମୋ ମାଆର ହାତ ତିଆରି ଆରିସା, କାକରା ଓ ଛେନା ମଣ୍ଡା ଯାହାକୁ ଥରେ ଖାଇଲେ ଭୁଲି ହେବ ନାହିଁ !!