Illa Kanungo Mohapatra
Literary Colonel
31
పోస్ట్లు
1
అనుచరులు
1
అనుసరిస్తున్నారు

I'm Illa and I love to read StoryMirror contents.

స్నేహితులతో పంచుకోండి
Earned badges
See all

କାହିଁକି ମୁଁ ବନ୍ଦୀ ଜାଣେନା... ଅମାପ ଉତ୍ସାହ ଭିତରେ... ଆତୁର ବିଚଳତାରେ... କି ଅସହ୍ୟ ନୀରବତାରେ.... କୋଉଠି ମୁଁ ବନ୍ଦୀ ମୁଁ ଜାଣେନା....

ପାଗଳ ଭଅଁର ଆସି ଛୁଇଁ ଦେଇ ଗଲା ପରେ, କାହିଁକି କେଜାଣି ଏଠି ସବୁ ଲାଗେ ନିଆରା ନିଆରା... Illa kanungo Mohapatra

Love, The sweet vibration of a silent heart... Illa....

ଜ୍ୟୋସ୍ନା ରେ ତୋ ଭରି ଉଠେ ଏ ମନରେ ଚଞ୍ଚଳତା, ପ୍ରାଣ ରେ ଉଜ୍ଜଳତା, ଶରୀର ରେ କୁହୁକତା, ଆଉ ଆଖି ରେ ଅସୁମାରୀ ସ୍ବପ୍ନ ତୁ ପରା ମୋର ପୁନେଇଁ ଜହ୍ନ..... ll ଇଲା କାନୁନଗୋ ମହାପାତ୍ର.

ତୁମେ ଯେବେ ଆଙ୍କି ଦିଅ, ଖୁସିକୁ ଜୀବନ ର ଚିତ୍ରପଟ ରେ... ବାନ୍ଧି ଦିଅ ମତେ, ସମ୍ପୂର୍ଣ ନୀରବତା ଭିତରେ... ଇଲା...

ମୋ ହୃଦୟର ସ୍ପନ୍ଦନ... ମୋ ଆଖିର ମିଠା ଭାଷା... ମୋ ଓଠରୁ ବହିଯାଉଥିବା ହସର ଲହରୀ... ସବୁଥିରେ ଭରି ରହିଛି ତୁମ ପ୍ରେମର ବାସ୍ନା... ଇଲା...

କେବେ ଯଦି ସୀମା ସରହଦ ଡେଇଁ ଆସିବାକୁ ଇଚ୍ଛା ହୁଏ, ନିଶ୍ଚୟ ଆସିବ...ମୁଁ ରହିଛି ଅପେକ୍ଷାରେ

ସ୍ରଷ୍ଟାଙ୍କ ସୃଷ୍ଟି ସେ ସୃଷ୍ଟି କରିବାକୁ, ନୂଆ ଏକ ସମ୍ଭାବନା...

ମା.... ଖାଲି ଏକ ଶବ୍ଦ ନୁହେଁ.. ସମ୍ପୂର୍ଣ ପରିଭାଷା ତୁ.... ତୋ ପାଇଁ ଏ ସମଗ୍ର ସଂସାର... ପ୍ରକୃତି ରେ ସମ୍ଭାବନା କେବଳ ତୁ...


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్