ଓଡିଆ ଭାଷାର ପ୍ରୀତି
ସମୟ ସୁଅରେ ଭାସିଗଲା ବେଳେ ହାତଧରି ଭିଡିନେଲ ଭାବଗ୍ରାହି ତୁମେ ମନକୁ ମନେଇ ନିଜ ପାଖେ ଟାଣିନେଲ
ହାରି ଯାଇଥିବା ଅତୀତ ଟେ ସାଜି ଦେଖାଏ ତୁମକୁ ବାଟ ସେ ବାଟରେ ସଜା ଯନ୍ତ୍ରଣା ମୋହର ଯେତେ ପାର ତୁମେ ହସ